ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତଖୁଣ୍ଟ ସଂସ୍ପର୍ଷରେ ଆସି ଗାଈ ମୃତ 

ବିଦ୍ୟୁତଖୁଣ୍ଟ ସଂସ୍ପର୍ଷରେ ଆସି ଗାଈ ମୃତ 

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ପାଖ ଗାର୍ଡ କଲୋନୀରେ ଏକ ବିଦ୍ୟୁତ୍ ଖୁଣ୍ଟ ରେ ବିଦ୍ୟୁତ୍ ସରବରାହ ହେଉଥିବା ସମୟରେ ଏକ ଗାଈ ଏହି ଖୁଣ୍ଟ ସଂସ୍ପର୍ଶରେ ଆସି ମୃତ ହୋଇଛି । ଅନେକ ସମୟରେ ଏହି ବିଦ୍ୟୁତଖୁଣ୍ଟରେ ବିଦ୍ୟୁତ୍ ସରବରାହ ହେଉଥିବା ଦେଖିବାକୁ ମିଳିଛି କିନ୍ତୁ ଏହି ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଇନାହିଁ ଯାହା ଫଳରେ ଏହି ଘଟଣା ଘଟିଛି। ଯଦି ଗାଈ ଜାଗାରେ ଏହି ଖୁଣ୍ଟ ସଂସ୍ପର୍ଶରେ କୌଣସି ମଣିଷ ଆସିଥାନ୍ତା ତା ହେଲେ ସ୍ଥିତି କଣ ହୋଇଥାନ୍ତା । ଏହି ଘଟଣା କେଉଁ କାରଣରୁ ଘଟିଲା ଏବଂ କାହାର କର୍ତ୍ତବ୍ୟ ଅବହେଳା ଯୋଗୁଁ ଏହା ହେଉଛି ତାହା ତଦନ୍ତ କରାଯିବା ନିହାତି ଜରୁରୀ ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ ପାଳିତ

Sunil Chandra Nayak

ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କ ପରଲୋକ

Sunil Chandra Nayak

ଦୁର୍ଗମ ଜଙ୍ଗଲ ଘାଟି ପାହାଡ଼ ଚଢିଲେ ରାଇକିଆ ବିଡ଼ିଓ : ପ୍ରାଥମିକ ସୁବିଧା ସୁଯୋଗ ନିଶ୍ଚୟ ପ୍ରଦାନ କରାଯିବ 

masiha

Leave a Comment

error: Content is protected !!