ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନିଶମ ବିଭାଗ ପକ୍ଷରୁ କନେଷ୍ଟବଳ ପ୍ରଶିକ୍ଷଣ ଶିବିର

ଅଗ୍ନିଶମ ବିଭାଗ ପକ୍ଷରୁ କନେଷ୍ଟବଳ ପ୍ରଶିକ୍ଷଣ ଶିବିର

କୋକସରା,୨୨/୭ // କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନାରେ ନିଯୁକ୍ତି ପାଇଥିବା କନେଷ୍ଟବଳଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ଟ୍ରେନିଂ ଦିଆଯାଉଛି । କୋକସରା ଥାନାରେ ନିୟୋଜିତ ଥିବା କନେଷ୍ଟବଳ ମାନଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଶିବିରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ଟ୍ରେନିଂ ଦିଆଯାଉଛି। ୨୦ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଶିବିରରେ କୋକସରା ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ କୁମାର ବାଘ, ଫାୟାର ମେନ ମନୋଜ କୁମାର ବିଶ୍ବାଳ, ବାସୁଦେବ ଭୋଇ କନେଷ୍ଟବଳ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି ଶିବିରରେ କୋକସରା ଥାନାର ୧୫ ଜଣ ପୁରୁଷ ଓ ମହିଳା କନେଷ୍ଟବଳ ପ୍ରଶିକ୍ଷଣ ଶିବିରରେ ଟ୍ରେନିଂ ନେଉଥିବା ସୂଚନା ମିଳିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବାଲୁଙ୍କେଶ୍ବର ଝାନ୍ସୀରାଣୀ ଗାଇଡ ବିଦ୍ୟାର୍ଥିଙ୍କ ଦ୍ବାରା ଜଳ ସେବା ଶିବିର 

masiha

ନୂଆପଡା ଜିଲ୍ଲା ସଦର ମହକୁମା ଏବଂ ଖଡ଼ିଆଳ ଠାରେ ଆଜି ବିଶ୍ୱ ହକି କପ ଟ୍ରଫି କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ରାଇରଙ୍ଗପୁର ଜଳସେଚନ ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷପାଳନ ସମାରୋହ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!