ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଣ୍ଡିଆ ଵୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଗୋପେଇ ଗ୍ରାମର ପୁଅ ଜ୍ୟୋତିରଞ୍ଜନ ମହାନ୍ତି

ଇଣ୍ଡିଆ ଵୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଗୋପେଇ ଗ୍ରାମର ପୁଅ ଜ୍ୟୋତିରଞ୍ଜନ ମହାନ୍ତି

କେନ୍ଦ୍ରାପଡ଼ା ଜିଲ୍ଲା. ମାର୍ଶାଘାଇ ବ୍ଲକ.କରିଲୋପାଟଣା ପଂଚାୟତ. ଗୋପେଇ ଗ୍ରାମର.ଶ୍ରୀମତୀ.ମିତାରାଣୀ ମହାନ୍ତି ଓ ହିମାଂଶୁ ଶେଖର ମହାନ୍ତି ଙ୍କ ପୁଅ ଜ୍ୟୋତିରଞ୍ଜନ ମହାନ୍ତି ଇଣ୍ଡିଆ ଵୁକ୍ ଅଫ ରେକର୍ଡରେ ସ୍ଥାନ ପାଇଥିବା ଜଣାପଡିଛି. ପଟ୍ଟାମୁଣ୍ଡାଇ ବ୍ଲକ ଓ ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଅନ୍ତର୍ଗତ ସ୍ଥାନୀୟ ବକ୍ତାରପୁର ନୋଡାଲ ଉପ୍ରା ବିଦ୍ୟାଳୟର ତୃତୀୟ କ୍ଲାସ ଛାତ୍ର ଜ୍ୟୋତିରଞ୍ଜନ ମାତ୍ର 8 ବର୍ଷ 3 ମାସ ହେଇଥିବାବେଳ ତାର ଏହିଭଳି ରେକର୍ଡ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ର ବିଷୟ ପାଲଟିଛି. ସେ ଏହି ପ୍ରତିଯୋଗିତାରେ 10 ଜଣ ପ୍ରଧାନମନ୍ତ୍ରୀଙ୍କ ନାମ. 10 ଜଣ ଉଦ ଭାବକ ନାମ. ଭାରତର 15 ଟି ନଦୀର ନାମ. 15 ପଶୁର ନାମ. 6 ଟି ଋତୁର ନାମ. 5 ଟି ଶ୍ଳୋକ ଆବୃତ୍ତି. 8ଟି ଇଂଲିଶ ନର୍ସରୀ rahyme. ଇଂଲିଶ ବିପରୀତ ଅର୍ଥ ଶବ୍ଦ 25ଟି. ଇଂଲିଶ ing ଯୋଗ ଶବ୍ଦ 30ଟି. Identifay 10 car logo. Identifay 15 different countries flag. ଇଂଲିଶ what. Who. When,different types oral question ର 40 ଟିର ଉତ୍ତର ଖୁବ କମ ସମୟ ମଧ୍ୟରେ କହିପାରିଛି. ଏହି ଭଳି ପ୍ରତିଭା ପାଇଁ ସେ ଇଣ୍ଡିଆ ଵୁକ୍ ଅଫ ରେକର୍ଡ ରେ ସ୍ଥାନପାଇପାରିଛି. ପୁଅ ର ଏହି ସଫଳତା ପଛରେ ତାର ଜେଜ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ଉପ୍ରା ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ମହାନ୍ତି ଙ୍କ ପ୍ରେରଣା ଓ ଆଶ୍ରିବାଦ ରହିଛି. ତତ ସହିତ ବକ୍ତାରପୁର ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରତିଭା ମିଶ୍ର ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ପ୍ରେରଣା.ଓ ଆଶ୍ରିବାଦ ରହିଛି ବୋଲି ପୁଅ ର ମାଆ ମିତାରାଣୀ ମହାନ୍ତି କହିଛନ୍ତି.!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ରାଇରଙ୍ଗପୁର ବ୍ଳକ ପରିସରରେ ଅତ୍ୟାଧୁନିକ ଭିଡିଓ କନଫେରେନ୍ସ ହଲ ଉଦଘାଟିତ

ବିଦ୍ୟୁତ ଆଘାତ ଲାଗି ଜଣେ ମୃତ

Sunil Chandra Nayak

ଏଓଏସସିଅଫ ଓ ଏମବିଏମଏମ କଳାହାଣ୍ଡି ପକ୍ଷରୁ ପ୍ରତିବାଦ ସଭା ଓ ରାଷ୍ଟ୍ରପତି ଉଦ୍ଧେଶ୍ୟ ରେ ଦାବି ପତ୍ର

Sunil Chandra Nayak

Leave a Comment

error: Content is protected !!