ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲାସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା

ଜିଲ୍ଲାସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା

ନୂଆପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ପରିସର ରେ ଜିଲ୍ଲାସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସୁବ୍ରତ କୁମାର ଠାକୁରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଏବଂ କଳାହାଣ୍ଡି ଜିଲ୍ଲା ର ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ଯୋଗ ଦେଇ ଜିଲ୍ଲା ରେ ବ୍ୟାପକ ପରିମାଣ ରେ କିପରି ସଦସ୍ୟତା ଗ୍ରହଣ କରାଯିବ ସେ ନେଇ ତାଲିମ ପ୍ରଦାନ କରିବା ସହ ଦଳକୁ ତୃଣମୂଳ ସ୍ତର ରୁ ମଜବୁତ କରିଵା ପାଇଁ ଆହ୍ୱାନ କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟ ରେ ଦଳର ବରିଷ୍ଠ ନେତା ପ୍ରସନ୍ନ ପାଢ଼ୀ, ଶିବପ୍ରସାଦ ମୁଣ୍ଡ, ଅତୀନ୍ଦ୍ର ମଲ୍ଲିକ, କମଲେସ ଦୀକ୍ଷିତ,ଖଡ଼ିଆଳ ବିଧାୟକ ପ୍ରାର୍ଥୀ ହିତେଶ ବଗର୍ତି, ଯଦୁମଣି ପାଣିଗ୍ରାହୀ,ଦେଵଦେବ ସିଂ ଦେଓ,ତୁଳସ ପଟେଲ,ସଦାନନ୍ଦ ଯୋଶୀ, ଅଜିତ ଚଳାନ, ରାଜେଶ୍ୱରୀ ସାହୁ, ସବିତା ଜେନା, ଭୂନେଶ୍ୱରୀ ଦଣ୍ଡସେନା, ସରିତା ଠାକୁର, ପୁସ୍ତମ ମାଶ୍ରା, ରାତ୍ରାନନ୍ଦ ମନହୀରା ପ୍ରମୁଖ ଉପସ୍ଥିତ ଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାହୁଲ ଗାନ୍ଧୀ ଙ୍କ ସଭ୍ୟ ପଦ ରଦ୍ଦ ନିଷ୍ପତ୍ତି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ

Sunil Chandra Nayak

କଂଗ୍ରେସ ଦଳ ବ୍ଲକ ସ୍ତରୀୟ କର୍ମୀ ସମାବେଶ ଏମ ପି ପ୍ରାର୍ଥୀ ଙ୍କ ଉପସ୍ଥିତି ରେ ମିଶ୍ରଣ ପର୍ବ

masiha

ଧର୍ମଗଡ଼ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

Leave a Comment

error: Content is protected !!