ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଜାରିଙ୍ଗ ନିକଟରେ ସ୍କୁଟି ଓ କାର ମୁହଁ ମୁହିଁ ଧକ୍କା ,ଘଟଣା ସ୍ଥଳରେ ସ୍କୁଟି ଅରୋହି ମୃତ 

ଜୁନାଗଡ଼ ଜାରିଙ୍ଗ ନିକଟରେ ସ୍କୁଟି ଓ କାର ମୁହଁ ମୁହିଁ ଧକ୍କା ,ଘଟଣା ସ୍ଥଳରେ ସ୍କୁଟି ଅରୋହି ମୃତ 

ଜୁନାଗଡ଼ ୨୬/୮ ( ମ ନି ସ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଜାରିଂ ନିକଟ ବଂଜାରି ମନ୍ଦିର ଜାତୀୟ ରାଜପଥ ୨୬ ରେ ଆଜି ସନ୍ଧ୍ୟା ରେ ସ୍କୁଟି ଓ କାର ମଧ୍ୟରେ ମୁହଁ। ମୁହିଁ ଧକା ହୋଇ ଥିଲା । ଏହି ମର୍ମନ୍ତୁତ ଦୁର୍ଘଟଣାରେ ସ୍କୁଟି ଚାଳକ ଙ୍କ ଘଟଣା ସ୍ଥଳରେ ମୃତୁ ହୋଇଯାଇଥିଲା।ଘଟଣା ସ୍ଥଳରେ ଜୁନାଗଡ଼ ପୋଲିସ ଉପସ୍ଥିତ ହୋଇ ଶବ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜୁନାଗଡ଼ ଡାକ୍ତର ଖାନାକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ମୃତକ ଜଣକ କୋକସରା ଥାନା ଚିଲିଗୁଡା ଗ୍ରାମର ସୀମାଞ୍ଚଳ ନାଗ(୨୫) ବୋଲି ଜଣା ପଡିଛି।ପ୍ରକାଶ ଥାଉକି ସୀମାଞ୍ଚଳ ନାଗ ନିଜ ପରିବାର ସହ ଭବାନୀ ପଟଣାକୁ କୌଣସି କାମରେ ଯାଇଥିଲେ ।ହେଲେ ପରିବାର ଲୋକେ ଭବାନୀ ପଟଣାରେ ହି ରହିଲେ ।ସନ୍ଧ୍ୟାରେ ସେ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣାରେ ସମ୍ବୁଖିନା ହୋଇଥିଲେ ।ଜୁନାଗଡ଼ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା କାରକୁ ପୋଲିସ ଜବତ କରିଥିବା ଜଣାଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ କାନଭାସର ସାତଦିନିଆ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମର ଭବ୍ୟ ସମାପନୀ ଉତ୍ସବ

Sunil Chandra Nayak

ଆଗଲପୁର ବ୍ଲକ ରୋତ ଗାଁ ରେ ବିନ୍ଧ୍ୟବାସିନୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କଲେ ରାଜ୍ୟସଭା ସାଂସଦ

masiha

ମହାସମାରୋହର ସହ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!