ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତିକ ନିଶା ନିବାରଣ ଦିବସ ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟରେ ପାଳିତ

ଆନ୍ତର୍ଜାତିକ ନିଶା ନିବାରଣ ଦିବସ ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟରେ ପାଳିତ

 ଜଳେଶ୍ଵର,୨୭/୬-(ମନିସ)- ଜଳେଶ୍ଵର ସହରର ନନ୍ଦିକାସ୍ଥିତ ଦୀନକୃଷ୍ଣ ଭିନ୍ନ କ୍ଷମ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମିଳିତ ନିଶା ନିବାରଣ ଅଭିଯାନ(ମନା), ଜଳେଶ୍ଵର ଶାଖା ତରଫରୁ ସଭାପତି ଦିଲ୍ଲୀପ କୁମାର ଗିରିଙ୍କ ସଭାପତିତ୍ବରେ ନିଶାକୁ ନା ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହୋଇଯାଇଛି।”ମନା” ପୌର ପରିଷଦ ସଭାପତି କମଳ କୁମାର ଚକ୍ରବର୍ତ୍ତୀ,ଡଃ ରମାକାନ୍ତ ଭଞ୍ଜ, ଦୀନକୃଷ୍ଣ ଭିନ୍ନ କ୍ଷମ ବିଦ୍ୟାଳୟର ସଭାପତି ବିଷ୍ଣୁପଦ ମହାନ୍ତି, ସାଧାରଣ ସମ୍ପାଦକ ଯୁଗୋଳ କିଶୋର ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନୀଲ କୁମାର ନାୟକ, ଶିକ୍ଷାବିତ୍ କପିଳେଶ୍ୱର ମହାନ୍ତି, ସମାଜ ସେବୀ କ୍ଷେତ୍ର ମୋହନ ଗିରି, ଡଃ ଈଶ୍ୱର ଚନ୍ଦ୍ର ଜେନା , ମନା ଜଳେଶ୍ଵର ଶାଖାର ସମ୍ପାଦକ ଡଃ ଅଜିତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଆଜିର ଦିବସ ପାଳନ ଆନ୍ତର୍ଜାତିକ ନିଶା ନିବାରଣ ଦିବସ ଓ ଅଭିଯାନର ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଆଇଜାକ ପରିଡା, ନିରୂପମା ମହାନ୍ତି,ପୂଜାରାଣୀ ଦେ, ଚନ୍ଦନ କୁମାର ଦେ,ଗୈରୀଶଙ୍କର ପ୍ରଧାନ, ଅରୁଣ କୁମାର ଦେ, ମାମୁନି ଚନ୍ଦ, ଜିନା ରାଣୀ ଦେ,ଯଦୁନାଥ ନାୟକ, ଶାନ୍ତନୁ କୁମାର ଦାସ, ରବିନ୍ଦ୍ର କୁମାର ଦାସ,କନକାଞ୍ଜଳୀ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଅଜୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୁଲ୍ୟ ରେ ୧୩ ତମ ପ୍ରତିଷ୍ଠା ଉତ୍ସବ ପାଳନ

masiha

ଆଇନ ଶୃଙ୍ଖଳା ସଚେତନତା ନିମନ୍ତେ ଜିଲ୍ଲା ପୋଲିସ,ବସ୍ତା ପୋଲିସ ଓ ବିଏସଏଫ ଦ୍ୱାରା ଫ୍ଲାଗମାର୍ଚ୍ଚ

masiha

ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାରର ସତସଙ୍ଗ ଦକ୍ଷିଣ ରାଉରକେଲାରେ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!