ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଜ୍ୟସ୍ତରୀୟ ଇଣ୍ଟର କଲେଜ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପନୀ

ରାଜ୍ୟସ୍ତରୀୟ ଇଣ୍ଟର କଲେଜ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପନୀ

ଜୁନାଗଡ଼୩୧/୧୦ (ମନୀ ସ) ଜୁନାଗଡ଼ ଠାରେ ଅନୁଷ୍ଠିତ ରାଜ୍ୟ ସ୍ଥରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସନ୍ଦୀପ କୁମାର ମିଶ୍ର ସମ୍ପାଦକ କଳାହାଣ୍ଡି ବ୍ଯାଡମିନ୍ଟନ ଏସୋସିଏସନ, ସମ୍ମାନିତ ଅତିଥି ଭାବେ ଶ୍ରୀ ଦୁର୍ଗାପ୍ରସାଦ ନାୟକ ସମାଜସେବୀ, ଶ୍ରୀ ସନ୍ତୋଷ କୁମାର ସାହୁ ସମାଜସେବୀ, ଶ୍ରୀ ଦୀପକ ସାଗର ଯୁଗ୍ମ ସମ୍ପାଦକ କଳାହାଣ୍ଡି ବ୍ଯାଡମିନ୍ଟନ ଏସୋସିଏସନ, ସରୋଜ କୁମାର ପଣ୍ଡା କାର୍ଯ୍ୟକାରିଣୀ ସଭାପତି ଜୁନାଗଡ ବ୍ଯାଡମିନ୍ଟନ ଏସୋସିଏସନ, ବିଭୂତି ଭୂଷଣ ମେହେର ଅଧ୍ୟକ୍ଷ ତଥା ଆଜିର ସଭାର ସଭାପତି, ଶ୍ରୀ କୈଳାଶ ଚନ୍ଦ୍ର ମେହେର ପ୍ରାଧ୍ୟାପକ, ଡାକ୍ତର୍ ରମେଶ ଚନ୍ଦ୍ର ସ୍ଵାଇଁ ଚୟନକର୍ତ୍ତl, ଶ୍ରୀ ଅଭୟ କୁମାର ବାଗ ପଯ୍ୟବେକ୍ଷକ, ଶ୍ରୀ ନେତ୍ରାନନ୍ଦ ପ୍ରଧାନ ଅଧ୍ୟାପକ, ମିସ୍ ଯସମିନ ବନିତା ସାହୁ ଅଧ୍ୟାପିକା, ଆକାଶ କୁମାର ମେହେର ଅଧ୍ୟାପକ, ଜନ୍ମେଜୟ ମେହେର ଅଧ୍ୟାପକ, ରିଷଭ ବଣୁଆ ଅଧ୍ୟାପକ, ଯୋଗଦାନ କରିଥିଲେ ଶ୍ରୀ ପ୍ରିୟବ୍ରତ ବଣୁଆ ଅଧ୍ୟାପକ ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ସମୀର କୁମାର ସାହୁ, ଶ୍ରୀ ରାକେଶ କୁମାର ବେମାଲ, ଶ୍ରୀ ସୁମନ୍ ପାଣିଗ୍ରାହୀ, ମିସ୍ ରୋଜାଲିନ ନାୟକ, ମିସ୍ ଜଳି ପରାଭୋଇ, ମିସ୍ ଶିବାନୀ ଭାଟି, ଅମ୍ପାୟାର ର ଦୟିତ୍ଵ ତୁଲାଇଥିଲେ l ଏହି ପ୍ରତିଯୋଗୀତାରେ କଲ୍ୟାଣୀ ରାୟ ହାୟର ସେକଣ୍ଡାରୀ ସ୍କୁଲ ବିଜେତା ହୋଇଥିବାବେଳେ ସିଣ୍ଢୋଲ ହାୟର ସେକଣ୍ଡାରୀ ସ୍କୁଲ ଉପବିଜେତା ହୋଇଥିଲେ ବାଳିକା ବିଭାଗରେ ରାୟଗଡା ହାୟର ସେକଣ୍ଡାରୀ ସ୍କୁଲ ରାୟଗଡା ବିଜେତା ହେଉଥିବାବେଳେ ଏନ୍ ସି ହାୟର ସେକଣ୍ଡାରୀ ସ୍କୁଲ ଯାଜପୁର ଉପବିଜେତା ହେଇଥିଲେ lସେହିପରି ବ୍ୟକ୍ତିଗତ ପ୍ରତିଯୋଗୀତା ରେ ଶୁଭକାନ୍ତ ମଲ୍ଲିକ ବିଜେତା ହୋଇଥିବାବେଳେ ଆୟୁଷ୍ମାନ ରାୟ ଉପବିଜେତା ହେଇଥିଲେ ବାଳିକା ବିଭାଗରେ ଶ୍ୱେତାଙ୍ଗ ହୋତା ବିଜେତା ହୋଇଥିବାବେଳେ କୁମକୁମ ମହାନ୍ତି ଉପବିଜେତା ହେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ବିକାଶ ବେହେରା, ଜ୍ୟୋତି ପାତ୍ର, ପ୍ରବୀଣ ପଣ୍ଡା, ଶ୍ରୀମତୀ ରାଜକୁମାରୀ ବେମାଲ, ତ୍ରିଭୁବନ ବେମାଲ, ଇଣ୍ଡୋର ଷ୍ଟାଡିୟମ ର ସମସ୍ତ କର୍ମଚାରୀ ବ୍ଯାଡମିନ୍ଟନ ଏସୋସିଏସନ ର ସମସ୍ତ ଖେଳାଳି ସହଯୋଗ କରିଥିଲେ l ଉଦଯାପନୀ ଉତ୍ସବ ରେ କୃତୀ ଖେଳାଳି ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସମାପ୍ତ ହେଲା ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା

Sunil Chandra Nayak

ଧୂମାଭଟା ଗାଁରେ କବାଡି ପ୍ରତିଯୋଗିତା….. ବେଲପଡା କୁ ହରାଇ ପାଟଣାଗଡ଼ ଦଳ ଚମ୍ପିୟାନ 

masiha

ଖଯୁର ପଡ଼ା ଭବାନୀପାଟଣା ରେ ୧୩ ତମ ଶିବ ଶକ୍ତି ଯୁବକ ସଂଘ କ୍ରିକେଟ ଖେଳ ପ୍ରତଯୋଗିତା ୨୦୨୬ ଅନୁଷ୍ଟିତ 

Sunil Chandra Nayak

Leave a Comment

error: Content is protected !!