ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗଦମ୍ବା ଟେକ୍ସଟାଇଲ ଉଦ୍ଘାଟିତ

ଜଗଦମ୍ବା ଟେକ୍ସଟାଇଲ ଉଦ୍ଘାଟିତ 

ଢେଙ୍କାନାଳ:ଲକ୍ଷ୍ମୀ ବଜାର ଠାରେ ଜଗଦମ୍ବା ଟେକ୍ସଟାଇଲ ଉଦଘାଟନ ହୋଇଯାଇଛି। ଦୋକାନର ମାଲିକ ଶିବ କୁମାର ଅଗ୍ରୱାଲଙ୍କ ସାନ ଝିଅ ରୁହୀ ଅଗ୍ରୱାଲ ଏହି ସୋରୁମ୍ କୁ ଉଦଘାଟନ କରିଥିଲେ। ଏଠାରେ ନୂଆ ନୂଆ ଶାଢ଼ୀ କଲେକ୍ସନ, ମେନ୍ସ କଲେକ୍ସନ, ଓ ଅନ୍ୟାନ୍ୟ ଜିନିଷ ଉପରେ ୧୫ % ରିହାତୀ ଉପଲବ୍ଧ ହେଉଛି ଆଜି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଉଚ୍ଚ ବାଳକ ଵିଦ୍ଯାଳୟ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

ଉପାନ୍ତ ଚଚା ଗ୍ରାମରେ ରକ୍ତଦାନ ଶିବିର,୬୪ ୟୁନିଟ ରକ୍ତ ସଂଗ୍ରହ

masiha

ବିଶ୍ୱନାଥ ଆଜ୍ଞା ଙ୍କ ୧୧୦ ତମ ଜୟନ୍ତୀ ଉତ୍ସବ ପାଳନ ଉପଲକ୍ଷେ ସ୍ଵେଛାକୃତ ରକ୍ତଦାନ ଶିବିର 

Sunil Chandra Nayak

Leave a Comment

error: Content is protected !!