ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଓ ଚିଲିଗୁଡ଼ାରେ ସମ୍ବିଧାନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ

ଜୁନାଗଡ଼ ଓ ଚିଲିଗୁଡ଼ାରେ ସମ୍ବିଧାନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ

ଜୁନାଗଡ଼ ୨୦/୧୧ ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଆମ୍ବେଦକର ଷ୍ଟେଚୁ ସମ୍ଭୁଖରେ ଆଜି ସମ୍ବିଧାନ ସଚେତନତା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ସେହିପରି ଚିଲିଗୁଡ଼ା ବସ ଷ୍ଟାଣ୍ଡ ପାଖରେ ମଧ୍ୟ ଆଜି ଚିଲିଗୁଡ଼ା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକ ତ୍ରିତ ହୋଇ ସମ୍ବିଧାନ ସଚେତନତା ରଥକୁ ମହିଳାମାନେ ବନ୍ଧ।ପନ। ,ଫୁଲମାଳ ଓ ହୁଳହୁଳି ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ଆସନ୍ତା ୨୬ ନଭେମ୍ବର ୨୦୨୪ ରେ ଭାରତୀୟ ସମ୍ବିଧାନ କୁ ୭୫ ବର୍ଷ ପୂରଣ ହେବ ।ସେହି ଉଦ୍ଧେଶ୍ୟରେ ଆଜି ଲୋକଙ୍କୁ ସଚେତନତା କରିବା ପାଇଁ ୧୫ ଗୋଟି ଜିଲ୍ଲାରେ ୭୫ ତମ ସମ୍ବିଧାନ ଦିବସ ମହା ସମାରୋହରେ ପାଳନ କରିବ ପାଇଁ ସର୍ବ ସମ୍ମତି କ୍ରମେ ସ୍ଥିରୀକୃତ ହୋଇଛି ।ଆଜିର ଏହି ସମ୍ବିଧାନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ରେ ଅଲ ଓଡିଶା ସିଡୁଲ କ।ଷ୍ଟ ଫେଡେ ରେ ସନ ର ମହାସଚିବ ଯତୀନ୍ଦ୍ର କର ,ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ର ସଭାପତି ରଞ୍ଜନ ଜାଲ ,ଆଇନଜୀବୀ ଚିତ୍ତ ରଞ୍ଜନ ନିଆଲ ,ଯୁଗେଶ୍ୱର ସାଗର ,ପଦ୍ମ ନାଭ ନାଗ ,ଫିରୋଜ ନିଆଲ ,ଅଦଳ ନିଆଲ ,ମାଧୁରୀ ସେନାପତି ,କ୍ଷମା ଶିଳା ଛ ତ୍ରିଆ ,ପଦ୍ମାବତୀ ନାଗ ,ଚକ୍ରଧର ବେଣୁପାଣି ,ରମଣୀ ଦୁରିଆ ,ଦିଗାମ୍ବର ଦୁରିଆ ,ଏ ସ ସୁଜାତା ,ପ୍ରେମ ଲାଲ ନ।ଏକ ,ପ୍ରକାଶ ମାଝି ,ମହାଦେବ ନ।ଏକ ,ସୁରେସନ ଛ ତ୍ରିଆ ,ରାଧେ ଶ୍ୟାମ ନାଗ ଏବଂ ନୀଳକଣ୍ଠ ନ।ଏକ ପ୍ରମୁଖ ଯୋଗ ଦେଇ ସମ୍ବିଧାନର ଉଦେଶ୍ୟ ଏବଂ ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ । ୭୫ ବର୍ଷ ପୂର୍ତ୍ତି ଅବସରରେ ସମ୍ବିଧାନ ସମାରୋହ ବହୁ ଆଡମ୍ବର ସହ ପାଳନ କରିବା ପାଇଁ ମହାସଚିବ ଶ୍ରୀ କର ସୂଚନା ଦେଇଛନ୍ତି ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କମର୍ଦ୍ଧା କ୍ଳଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

masiha

ବର୍ଷା ବିତ୍ପାତ ଯୋଗୁଁ ଫିକା ପଡ଼ିଲା ଯାମଦା- କଇଁପୁର ପାକଣାପାଟ ଯାନ୍ତାଳ ପର୍ବ; କମିଟି ନିଷ୍ପତ୍ତି କ୍ରମେ ଆସନ୍ତା ସେପ୍ଟେମ୍ବର ୨୨ ଓ ୨୩ ରେ ପୁନଃ ହେବ ଯାନ୍ତାଳ ମେଳା

masiha

ପର୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ

masiha

Leave a Comment

error: Content is protected !!