ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ତେରେସିଂହାରେ ନାଗ ଯାତ୍ରା ଅନୁଷ୍ଠିତ

ତେରେସିଂହାରେ ନାଗ ଯାତ୍ରା ଅନୁଷ୍ଠିତ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ଶ୍ରୀ ଶ୍ରୀ ନୀଳ କଣ୍ଠେଶ୍ଵର ନାଗ ବାଚା କମିଟି ପକ୍ଷରୁ ପ୍ରତିବର୍ଷ ପରି ଆଜି ନାଗ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l କମିଟୀ ସଭାପତି ଯଶୋବନ୍ତ ଭୋଇ ଓ ସମ୍ପାଦକ ମୋତିଲାଲ ରଣାଙ୍କ ନେତୃତ୍ୱରେ ପୂଜକ ରୁଦ୍ର ଭୋଇ, ବଳରାମ ଭୋଇ ପୂଜା ଦାୟିତ୍ୱ ତୁଳାଉଥିବା ବେଳେ ବୁର୍ଲା ରଣା, ଧୁବା ରଣା, ବଡ଼ ରଣା, କିଶନ ରଣା, ବିକ୍ରମ ରଣା, ପ୍ରହଲ୍ଲାଦ ନାଏକ ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରୁଛନ୍ତି l ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଯାତ୍ରା ପ୍ରତିବର୍ଷ ମାର୍ଗଶିର ମାସ ଶେଷ ସୋମବାର ଦିନ ଆରମ୍ଭ ହୋଇ ପୌଷ ମାସ ପ୍ରଥମ ସୋମବାର ଦିନ ପୂର୍ଣ୍ଣାହୁତି ହୋଇ ପ୍ରଥମ ମଙ୍ଗଳବାର ରେ ମା ଚଣ୍ଡୀ ଙ୍କ ପୂଜା ସହ ଯାତ୍ରା ସମ୍ପନ୍ନ ହୋଇଥାଏ l।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଡାବୁଗାଁରେ ଚାଷୀର କୃଷି ଭିତ୍ତିକ ପର୍ବ ଉଁଆଷ ପର୍ବ ପାଳିତ 

masiha

ମହିଳା ସଂକୀର୍ତ୍ତନ ଦଳଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି

Sunil Chandra Nayak

ଚୈତ୍ର ମାସ ମଙ୍ଗଳବାର ବ୍ରତ ପାଳନ…

Sunil Chandra Nayak

Leave a Comment

error: Content is protected !!