ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ତେନ୍ତୁଳିସିଙ୍ଗା ମା ପାର୍ବତୀଦେବୀ ଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନା ମହୋତ୍ସବ

କାମାକ୍ଷାନଗର(ମ ନି ସ)୨୦/୦୧_ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତେନ୍ତୁଳିସିଙ୍ଗା ଗ୍ରାମ ର ରାମେଶ୍ୱର ମନ୍ଦିର ର ମା ପାର୍ବତୀ ମନ୍ଦିର ର ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନା ମହୋତ୍ସବ ପବିତ୍ର ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ଆଜି ବୁଧବାର ପାଞ୍ଚଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ମା ଙ୍କ ଦର୍ଶନ ପାଇ ଆଖପାଖ ଗ୍ରାମରୁ ଭକ୍ତଙ୍କ ର ସୁଅ ଛୁଟୁଛି, ହୋମ ଯଜ୍ଞ ଓ ନାମ ସଂକୀର୍ତନ ଏବଂ ପାରାୟଣ ଅନୁଷ୍ଠିତ ହୋଇଯାଇଛି l ପାଞ୍ଚଦିନ ଧରି ଅର୍ଣ୍ଣ ପ୍ରସାଦ ଭକ୍ତ ମାନଙ୍କୁ ଦିଆଯାଉଛି, ଓ ଭକ୍ତମାନେ ଭକ୍ତି ଭାବରେ ଅନ୍ନ ପ୍ରସାଦକୁ ସେବନ ମହା ଆନନ୍ଦର ରେ କରୁଛନ୍ତି l ଆଜି ପଞ୍ଚମ ଦିନରେ ମା ଙ୍କ ର ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ହୋଇଯାଇଛି l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଜୁନାଗଡ଼ର ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ପାଳିତ

masiha

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

masiha

ବାଣପୁର ଦିକ୍ଷୀତ ପଡା ଗ୍ରାମସ୍ଥିତ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣଙ୍କ ପୀଠରେ ପବିତ୍ର ମାଘ ପୂର୍ଣ୍ଣିମା ପାଳିତ

Sunil Chandra Nayak

Leave a Comment

error: Content is protected !!