ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ସହରରେ ଜବର ଦଖଲକାରିଙ୍କୁ ତାଗିଦ କଲା ପୋଲିସ

ଢେଙ୍କାନାଳ ସହରରେ ଜବର ଦଖଲକାରିଙ୍କୁ ତାଗିଦ କଲା ପୋଲିସ

ଢେଙ୍କାନାଳ(ମନିସ )20/12/24 // ଢେ଼ଙ୍କାନାଳ ସହରରେ ରହି ଥିବା କିଛି ଦୋକାନୀମାନେ ଦୋକାନର ବିଭିନ୍ନ ସାମଗ୍ରୀ ରାସ୍ତା ଉପରକୁ ରଖିବା ଦ୍ୱାରା ଟ୍ରାଫିକ ସମସ୍ୟା ଦେଖା ଦିଏ,ସମସ୍ୟା ସୃଷ୍ଟି ହୁଏ । ଯାହା ଦ୍ଵାରା ସହରର ବିଭିନ୍ନ ସମୟରେ ଯାନ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୁଏ,ଏଥିପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କ ନିର୍ଦ୍ଦେଶରେ ଟାଉନ ପୋଲିସ,ଟ୍ରାଫିକ ପୋଲିସ ସହରରେ ବୁଲି ଆଜି ମଧ୍ୟାହ୍ନ ୧୨ଟା ଠାରୁ ଦୋକାନୀ ମାନଙ୍କୁ ତାଗିଦ କରିଥିଲେ।ଏହା ସହିତ କିଛି ଅମାନିଆ ଦୋକାନୀ ଓ ବେନିୟମ ଭାବେ ରଖିଥିବା ଗାଡ଼ି ପାର୍କିଙ୍ଗିରେ ଫଟ ଉଠାଇ ଫାଇନ କାଟି ଥିବା ଜଣାପଡିଛି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଓଡ଼ିଶା ବନ୍ଦ ଡାକରା ଯୋଗୁଁ ଥୁଆମୂଲ ରାମପୁର ଅଞ୍ଚଳବାସୀ ଯାତାୟାତ ବାଧାପ୍ରାପ୍ତ

Sunil Chandra Nayak

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା କେନ୍ଦ୍ର ଦ୍ୱାରା ବିଶ୍ୱ ପୃଥିବୀ ଦିବସ ପାଳନ 

masiha

ଜିଲ୍ଲା ଓୟୁଜେ ସଂଘର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ 

masiha

Leave a Comment

error: Content is protected !!