ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ 

ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ 

ବନ୍ଧୁଗାଁ ତା ୨୧/୧୨/୨୪ ବନ୍ଧୁଗାଁ ବ୍ଲକ ରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ବାର୍ଷିକ ଉତ୍ସବ ଧୁମ ଧାମରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଡ଼ିଓ ଅବିନାଶ ବିଶ୍ୱଜିତ ସେଠୀ , ମୁଖ୍ୟ ବକ୍ତା ଭାବେ କୋରାପୁଟ ଓ ଏ ଭି ନଡ଼ାଲ ପ୍ରିନ୍ସପାଲ ଶଶାଙ୍କ ଶେଖର ଚୌଧୁରୀ, ସମ୍ମାନିତ ଅତିଥି ଭାବେ ଏବିଇଓ ମଦନ ମୁଦୁଲି ଏଵଂ ବନ୍ଧୁଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସପାଲ୍ ରମେଶ ଗରଡିଆ ଉପସ୍ଥିତ ରହି ଥିଲେ। ମଧ୍ୟାହ୍ନ ଭୋଜନ ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀତାରେ ଦଶମ ଶ୍ରେଣୀର ମୋନାଲିସା ମହାନ୍ତି ପ୍ରଥମ, ସ୍ମୃତି ରଞ୍ଜନ ବିଶ୍ଵାଳ ଦୂତୀୟ ଓ ପ୍ରିୟଦର୍ଶିନୀ ନିଶିକା ତୃତୀୟ ହୋଇଥିବା ବେଳେ ଦ୍ବାଦଶ ଶ୍ରେଣୀ ରୁ ସ୍ବପ୍ନିଳ ବାଚେଲି ପ୍ରଥମ, ମନୋଜ ଜାକାକା ଦୂତିୟ ଓ ସନ୍ଧ୍ୟା ପିଡିକା ତୃତୀୟ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରା ଯାଇଥିଲା ।

ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ସ୍ତରୀୟ ଆଦିବାସୀ ମେଳାରେ ସମ୍ବର୍ଦ୍ଧିତ ହେଲେ ସମାଜସେବୀ ଶାନ୍ତି ମାଝୀ 

masiha

ବିଦାୟ ଦିବସରେ ୪ ବର୍ଷ ଧରି ଅଟକିଥିବା ପ୍ରକଳ୍ପର ଲୋକାର୍ପଣ  ବିଷମକଟକ ବିଡିଓ ଙ୍କ ନିଆରା ସମ୍ମାନ, ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ମିଳିଲା ସ୍ମରଣୀୟ ବିଦାୟ 

Sunil Chandra Nayak

ଦୁଃଖୀ/ଗରିବଙ୍କ ଦୁଃଖ ସହ ସର୍ବଦା ଶାସ୍ତ୍ରୀନଗର ଯୁବ କମିଟି

masiha

Leave a Comment

error: Content is protected !!