ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ୱେଲଫର ଆସୋସିଏସନ ଟ୍ରଷ୍ଟ ତରଫରୁ ଯବକାର୍ଡ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ 

ଓଡିଶା ୱେଲଫର ଆସୋସିଏସନ ଟ୍ରଷ୍ଟ ତରଫରୁ ଯବକାର୍ଡ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ 

କୋରାପୁଟ ଜିଲ୍ଲା, ବନ୍ଧୁଗାଁ ବ୍ଲକ , କାହ୍ନଗା ଗ୍ରା. ପ ଅନ୍ତର୍ଗତ ସାନମାତୁରୁ. ଗ୍ରାମରେ ଏକ ଜବକର୍ଡସମ୍ପର୍କିତ ସଚେତନ ଶିବିର ଅନୁଷ୍ଠିତ ହାଇଥିଲା l OWAT ର  କୋରାପୁଟ ଜିଲ୍ଲା ସଭାପତି ଶ୍ରୀ ଆରାସଡ଼ା ଲଚନା ନେତୃତ୍ୱ ନେଇଥିଲେ! ଗ୍ରାମର ମହିଳା ଓ ପୁରୁଷ ଯବକାର୍ଡ ଧାରୀ ଶ୍ରମିକ ବହୁସଂଖ୍ୟାରେ ଯୋଗଦେଇଥିଲେ  ଶ୍ରୀ ଲଚନା କହିଥିଲେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମିଳିତ ଆନୁକୂଲ୍ୟରେ ଆପଣ ମାନଙ୍କୁ ଗୋଟିଏ ଗୋଟିଏ ଜବକାର୍ଡ ଦିଆଯାଇଛି! ତାର ମୁଖ୍ୟ ଉଦେଶ୍ୟ ଆପଣ ମାନଂକୁ 100 ଦିନର କାମ ଯୋଗାଇ ଦେବା ସକାଶେ,! ଏହା ହେଉଛି ସରକାରଙ୍କ ଦାରିଦ୍ର ଦୂରୀକରଣ ର ଏକ ଅଂଶ.!ଆପଣମାନେବାହାରରାଜ୍ୟକୁ ଦାଦନ ଖଟିବାକୁ ନ ଯାଇ ନିଜ ଗ୍ରାମ ନିଜ ପଞ୍ଚାୟତରେ କାମକରି ଜୀବିକା ନିର୍ବାହକୁ ସୁଦୃଡ କରିପାରିବେ! ଏହା ଶୁଣି ଗ୍ରାମବାସୀ ଅତ୍ୟନ୍ତ ଖୁସି ହେଲେ ! ଆମେ କେବେ କାମ ଆବେଦନ କରିନାହୁଁ! ଆମ୍ବ ମାନଙ୍କୁ ସହଯୋଗ କରିବେ! ଶ୍ରୀ ଲଚନା କହିଥିଲେ ଆମ ଅନୁଷ୍ଠାନ ସବୁବେଳେ ଆପଣଙ୍କ ସାଙ୍ଗେ ସାଙ୍ଗ ଅଛି! ଏଥିରେ ୱାର୍ଡ ମେମ୍ବର ଶ୍ରୀମତୀ ପାଲାକା କତେ, oWATର କର୍ମକର୍ତା ଶ୍ରୀ ମତି ସୁଶୀଳା ପୀଡିକା , ପୀଡିକା ଶାବନା ପ୍ରମୁଖ ଉପସ୍ଥିତ ଥିଲେ!

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଷ୍ଟ୍ରପତି ଏବଂ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ ତଥା ସାହିତ୍ୟିକ ତ୍ରିଲୋଚନ ବାଗଙ୍କୁ ଡକ୍ଟରେଟ ଉପାଧି

masiha

ପିଏମ୍ ଜନମନ ଯୋଜନାରେ ନିୟମଗିରି ପର୍ବତ ସଂଲଗ୍ନ ୩ଟି ବ୍ଲକରେ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ

Sunil Chandra Nayak

କଲମପୁର ଓ ଥୁଆମୂଳ ରାମପୁର ବ୍ଲକ ପରିକ୍ରମା କଲା ସମ୍ବିଧାନ ସଚେତନତା ରଥ

Sunil Chandra Nayak

Leave a Comment

error: Content is protected !!