ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ୱେଲଫର ଆସୋସିଏସନ ଟ୍ରଷ୍ଟ ତରଫରୁ ଯବକାର୍ଡ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ 

ଓଡିଶା ୱେଲଫର ଆସୋସିଏସନ ଟ୍ରଷ୍ଟ ତରଫରୁ ଯବକାର୍ଡ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ 

କୋରାପୁଟ ଜିଲ୍ଲା, ବନ୍ଧୁଗାଁ ବ୍ଲକ , କାହ୍ନଗା ଗ୍ରା. ପ ଅନ୍ତର୍ଗତ ସାନମାତୁରୁ. ଗ୍ରାମରେ ଏକ ଜବକର୍ଡସମ୍ପର୍କିତ ସଚେତନ ଶିବିର ଅନୁଷ୍ଠିତ ହାଇଥିଲା l OWAT ର  କୋରାପୁଟ ଜିଲ୍ଲା ସଭାପତି ଶ୍ରୀ ଆରାସଡ଼ା ଲଚନା ନେତୃତ୍ୱ ନେଇଥିଲେ! ଗ୍ରାମର ମହିଳା ଓ ପୁରୁଷ ଯବକାର୍ଡ ଧାରୀ ଶ୍ରମିକ ବହୁସଂଖ୍ୟାରେ ଯୋଗଦେଇଥିଲେ  ଶ୍ରୀ ଲଚନା କହିଥିଲେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମିଳିତ ଆନୁକୂଲ୍ୟରେ ଆପଣ ମାନଙ୍କୁ ଗୋଟିଏ ଗୋଟିଏ ଜବକାର୍ଡ ଦିଆଯାଇଛି! ତାର ମୁଖ୍ୟ ଉଦେଶ୍ୟ ଆପଣ ମାନଂକୁ 100 ଦିନର କାମ ଯୋଗାଇ ଦେବା ସକାଶେ,! ଏହା ହେଉଛି ସରକାରଙ୍କ ଦାରିଦ୍ର ଦୂରୀକରଣ ର ଏକ ଅଂଶ.!ଆପଣମାନେବାହାରରାଜ୍ୟକୁ ଦାଦନ ଖଟିବାକୁ ନ ଯାଇ ନିଜ ଗ୍ରାମ ନିଜ ପଞ୍ଚାୟତରେ କାମକରି ଜୀବିକା ନିର୍ବାହକୁ ସୁଦୃଡ କରିପାରିବେ! ଏହା ଶୁଣି ଗ୍ରାମବାସୀ ଅତ୍ୟନ୍ତ ଖୁସି ହେଲେ ! ଆମେ କେବେ କାମ ଆବେଦନ କରିନାହୁଁ! ଆମ୍ବ ମାନଙ୍କୁ ସହଯୋଗ କରିବେ! ଶ୍ରୀ ଲଚନା କହିଥିଲେ ଆମ ଅନୁଷ୍ଠାନ ସବୁବେଳେ ଆପଣଙ୍କ ସାଙ୍ଗେ ସାଙ୍ଗ ଅଛି! ଏଥିରେ ୱାର୍ଡ ମେମ୍ବର ଶ୍ରୀମତୀ ପାଲାକା କତେ, oWATର କର୍ମକର୍ତା ଶ୍ରୀ ମତି ସୁଶୀଳା ପୀଡିକା , ପୀଡିକା ଶାବନା ପ୍ରମୁଖ ଉପସ୍ଥିତ ଥିଲେ!

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଇସ୍ପାତ ମନ୍ତ୍ରୀଙ୍କ ସହ ରାଉରକେଲା ଶ୍ରମିକ ସଂଘ ଏବଂ ଗାଙ୍ଗପୁର ମଜଦୂର ମଞ୍ଚର ପ୍ରତିନିଧିଙ୍କ ଆଲୋଚନା ଏବଂ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ପେଟରେ ବଢୁଛି ଟ୍ୟୁମର, ଯନ୍ତ୍ରଣାରେ ଛଟପଟ ୧୨ ବର୍ଷର ବାଳିକା: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ମଞ୍ଜୁ ନାଏକଙ୍କ ପାଇଁ ସ୍ବର ଉଠାଇଲା ହୋ ଗାଲାଙ୍ଗ  — ତୁରନ୍ତ ଘରଡିହ ଯୋଗାଇ ଦିଅ, ନଚେତ୍ ଆନ୍ଦୋଳନ

masiha

Leave a Comment

error: Content is protected !!