ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା ୨ତାରିଖ ରୁ ବହୁଚରା ମାତାଙ୍କ ଷୋହଳ ପୂଜା

ଆସନ୍ତା ୨ତାରିଖ ରୁ ବହୁଚରା ମାତାଙ୍କ ଷୋହଳ ପୂଜା

ନର୍ଲl : ଆସନ୍ତା ୨ତାରିଖରୁ ୫ତାରିଖ ପ୍ରଜ୍ୟନ୍ତ ନର୍ଲା କିନ୍ନର ସଂଘର ବହୁଚରା ମାତାଙ୍କ ଷୋହଳ ପୂଜା ଅନୁଷ୍ଠିତ ହେବ ବୋଲି କିନ୍ନର ସଂଘ ର ସଭାନେତ୍ରୀ କାମିନୀ କିନ୍ନର ପ୍ରକାଶ କରିଛନ୍ତି। ନର୍ଲା ରୋଡ ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଥିବା ବହୁଚାରା ମାତାଙ୍କ ଷୋହଳପୂଜାରେକଳାହାଣ୍ଡି,ବଲାଙ୍ଗିର ,ସମ୍ବଲପୁର,, ଝାରସୁଗୁଡ଼ା, ତଥା ରାଜ୍ୟ ବାହାରୁ ଦିଲ୍ଲୀ, ସୁରଟ, ଜଗ୍ ଦଲ୍ ପୁର, ବମ୍ବେ ଠାରୁ ୧୦୦ରୁ ଉର୍ଦ୍ଧ କିନ୍ନର ଯୋଗ ଦେବା କାର୍ଯ୍ୟ କ୍ରମ ଥିବା ବେଳେ ୦୨:୦୩: ୨୦୨୫ରବି ବାର ଅଧିବାସ, ୩ତାରିଖ ଦିନ ପୂଜା ଆରମ୍ଭ, ୪ତାରିଖ ଦିନ ଚଣ୍ଡି ପୂଜା ଓ ସଭାକାର୍ଯ୍ୟ ଅନ୍ତିମ ଦିବସରେ ଶୁଭ କଳସ ଯାତ୍ରା ଓ ନଗର ପରିକ୍ରମା କରାଯିବ ବୋଲି କିନ୍ନର ସଂଘ ପକ୍ଷରୁ ପ୍ରକାଶ କରିଛନ୍ତି।

ଦୀପକ୍ ଠାକୁର ଙ୍କ ରିପୋର୍ଟ୍ 

Related posts

ମହାତ୍ମାଗାନ୍ଧୀ ଇଣ୍ଟର୍ ନେସନାଲ ପବ୍ଲିକ ସ୍କୁଲରେ ଅଷ୍ଟମ ବର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

masiha

ପୁଣି ଚମକାଇ ଦେଲେ ଝିଅ ବନିତା

masiha

ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସରେ ପାଳନ କଲେ ଇଦୁଲଫିତର

Sunil Chandra Nayak

Leave a Comment

error: Content is protected !!