ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀ ରେ ବୁଡି ଯୁବକ ଙ୍କ ମୃତ୍ୟୁ।

ପୋଖରୀ ରେ ବୁଡି ଯୁବକ ଙ୍କ ମୃତ୍ୟୁ।

ଜୁନାଗଡ଼ ୦୯/୦୩(ମନୀ ସ )ଜୁନାଗଡ ସହର ସ୍ଥିତ ଶିବ ସାଗର ପୋଖରୀ ରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି l ମୃତ ଯୁବକ ଜଣକ ସ୍ତାନୀୟ ଗନ୍ତାୟତ ପଡl ର ଶିବ ନନ୍ଦ ପାଢି (୩୫) ବୋଲି ଜଣାପଡ଼ଛି l ସେ ପୋଖରି କୁ ଗାଧୋଇ ବାକୁ ଯାଇ ପାଣିରେ ବୁଡି ମୃତ ବରଣ କରିଥିବା ସ୍ତାନୀୟ ଲୋକେ ଦେଖିବାକୁ ପାଇଥିଲେ। ଜୁନାଗଡ ପୋଲିସ କୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଂଚି ସ୍ତାନୀୟ ଅଗ୍ନିସମ ବିଭାଗ କୁ ଖବର ଦେବା ପରେ ଅଗ୍ନିସମ ବିଭାଗ ଉପସ୍ଥିତ ହୋଇ ଶବକୁ ଉଦ୍ଧାର କରିଥିଲେ l ଏ ସଂକ୍ରାନ୍ତରେ ଜୁନାଗଡ ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ଜୁନାଗଡ଼ ଡାକ୍ତର ଖାନା ରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଓଡ୍ରାଫ ଟୀମ ଦେଲେ ଯୁବକମାନଙ୍କୁ ସନ୍ତରଣର ପ୍ରଶିକ୍ଷଣ

masiha

ସରସ୍ବତୀ ବିଦ୍ୟାମନ୍ଦିର ଠାରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ 

Sunil Chandra Nayak

ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ବୋଲେରୋ ଗାଡି, ୬ ଆହତ 

masiha

Leave a Comment

error: Content is protected !!