ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

ନର୍ଲା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ 

ନର୍ଲା/ମସିହା /୧୪/୦୩/୨୫ // ନର୍ଲା ଥାନାରେ ନୂତନ ଥାନାଧିକାରୀ ଭାବେ ସର୍ବେଶ୍ୱର ସାମନ୍ତରାୟ ଯୋଗଦାନ କରିଛନ୍ତି l ପୂର୍ବରୁ ଏହି ଥାନାରେ ଥିବା ଥାନାଧିକାରୀ ମମିତା ପାଣିଗ୍ରାହୀଙ୍କୁ ଦେବଗଡ଼ ଜିଲ୍ଲା ବାରକୋଟ କୁ ବଦଳି ହୋଇଯାଇଛି l ଶ୍ରୀଯୁକ୍ତ ସାମନ୍ତରାୟ ଦାୟିତ୍ୱ ନେବା ପରେ ଥାନାର ସମସ୍ତ କର୍ମଚାରୀ ସ୍ୱାଗତ କରିଥିଲେ l ନର୍ଲା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଟ୍ରାଫିକ ସମସ୍ୟା ଏବଂ ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡା ନଜର ରଖିବା ସହତ ପୋଲିସ ପେଟ୍ରୋଲିଂକୁ କଡାକଡ଼ି ପାଳନ କରିବାକୁ ପ୍ରତିଶୃତି ଦେଉଛନ୍ତି l ଏହା ପୂର୍ବରୁ ଶ୍ରୀ ସାମନ୍ତରାୟ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଠାରେ ସାଇବର ଅପରାଧ ସମ୍ୱନ୍ଧୀୟ କାର୍ଯ୍ୟ ସୂଚାରୁ ରୂପେ ତୁଲାଇଛନ୍ତି l 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଓରାମ ସାଂସ୍କୃତିକ ସମାଜର ବାର୍ଷିକ ସାଧାରଣ ସଭାରେ ଜୁଏଲ ଓରାମଙ୍କ କର୍ଣ୍ଣ ମନ୍ତ୍ର

masiha

ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ , ପଞ୍ଚାୟତ ସମିତି ବୈଠକ ରେ ଅନୁପସ୍ଥିତ ଥିବା ଅଧିକାରୀଙ୍କ ଦରମା ବନ୍ଦ ପାଇଁ ସରକାରଙ୍କ ଅବଗତି ପାଇଁ ପ୍ରସ୍ତାବ ଗୃହୀତ

Sunil Chandra Nayak

ଭାଲୁଲତା ରେ ବାଉଁଶ ସାମଗ୍ରୀ ପ୍ରଶିକ୍ଷଣ ଶିବିର ଉଦଯାପିତ 

masiha

Leave a Comment

error: Content is protected !!