ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ଏବଂ ସଂସ୍କାର ପ୍ରଣାଳୀ “ବର୍ଣାଳି ” ର୍ଅଭ୍ୟାସ ଟେକ୍ନୋ ସ୍କୁଲ ,ପଦ୍ମପୁର ଠାରେ ଆଜି ସମ୍ପୁର୍ଣ ଅଲଗା ଏବଂ ନିଆରା କାର୍ଯ୍ୟକ୍ରମ କବିତା ଆସର ଅନୁଷ୍ଠିତ 

ଶିକ୍ଷା ଏବଂ ସଂସ୍କାର ପ୍ରଣାଳୀ “ବର୍ଣାଳି ” ର୍ଅଭ୍ୟାସ ଟେକ୍ନୋ ସ୍କୁଲ ,ପଦ୍ମପୁର ଠାରେ ଆଜି ସମ୍ପୁର୍ଣ ଅଲଗା ଏବଂ ନିଆରା କାର୍ଯ୍ୟକ୍ରମ କବିତା ଆସର ଅନୁଷ୍ଠିତ 

ରାୟଗଡା :- ପିଲାଙ୍କ ମନରେ ନିଜ ଭାଷା ର ଉନ୍ନତି ସହ ସାହିତ୍ୟ ର ପ୍ରଚାର ପ୍ରସାର ହୋଇ ପାରିବ ।ଯେଉଁ ଭାଷା କି ଆଜି ଲୋପ ପାଇବାରେ ଲାଗିଛି ।ଗୋଟିଏ ଇଂରାଜୀ ମିଡ଼ିଅମ୍ ସ୍କୁଲ ହେଲେ ମଧ୍ୟ ଏପରି ଚିନ୍ତାଧାରା ରଖି ଆଜି ଚମକାଇ ଦେବାସହ ସାରା ରାଜ୍ୟ କୁ ଦୋହଲାଇ ଦେଇଛି ଏହି ସାହିତ୍ୟ ଆସର ।ରାଜ୍ୟ ସ୍ତରୀୟ ଏହି କାର୍ଯ୍ୟକ୍ରମ କୁ ଆଜି ଅଭ୍ୟାସ ଅତି ଆଡମ୍ବର ସହ କବି ମାନଙ୍କୁ ସ୍ଵାଗତ ଡ୍ରମ ବଜାଇ ମାର୍ଚିଂ ସହ ଫୁଲ ଚନ୍ଦନ ସ୍ଵାଗତ ସଙ୍ଗୀତ ନାଚ ଗୀତ ରେ କରିଥିଲେ । ଶ୍ରୀ ଜଗନ୍ନାଥ ଙ୍କ ପୂଜା ଆଳତି ନଡ଼ିଆ ସହ ଅତିଥି ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରା ଯାଇ ଥିଲା ।ଅତିଥି ମାନେ ଅଭ୍ୟାସ ବିଦ୍ୟାଳୟ ର ଏହି ସୁନ୍ଦର୍ କାର୍ଯ୍ୟକ୍ରମ କୁ ଭୂରି ଭୂରି ପ୍ରଶଂସା କରି ଥିଲେ ।ତଥା ଭାଷା ସାହିତ୍ୟ ର ଅସ୍ମିତା କୁ ନେଇ ପିଲାଙ୍କ ମଧ୍ୟରେ ବାଣ୍ଟି ଥିଲେ ମାତୃ ଭାଷା ର ଅନେକ ତଥ୍ୟ କୁ । ବାସ୍ତବିକ୍ ଆଜିର କାର୍ଯ୍ୟକ୍ରମ ଥିଲା ଏକ ସୁନ୍ଦର୍ ଶେଫାଳୀ ।ସମସ୍ତଙ୍କୁ ବାନ୍ଧି ଦେଇ ଥିଲା ଭାଷା ସାହିତ୍ୟ ର ବର୍ଣାଳି ରେ ।ଏହି ତ ଭାଷା ସାହିତ୍ୟର ଅଭିନବ ପ୍ରୟାସ କୁ ସଭିଏଁ ପ୍ରଶଂସା କରି ଥିଲେ ।ଏକ ସହ କବି ଆସି କବିତା ପାଠ ସକାଳ ଠାରୁ ଆସି ସନ୍ଧ୍ୟା ଯାଏଁ ନିଜ ମୂଲ୍ୟବାନ ସମୟ କୁ ଭୁଲି ରହି କବିତା ପାଠ ସହ ଅଭ୍ୟାସ ସ୍କୁଲ ର ପ୍ରଶଂସା ରେ ବହୁତ୍ କବିତା ପାଠ କରି ଥିଲେ ।ସକାଳ ଟିଫିନ୍ ଠାରୁ ମଧ୍ୟାର୍ଣ୍ଣ ଭୋଜନ ପରେ କାର୍ଯ୍ୟକ୍ରମ ଚାଲୁ ରହିଥିଲା ।ଅତିଥି ମାନଙ୍କୁ ସାଲ , ମୂମେନ୍ଟବ୍ ,ବୁକେ ,ସମ୍ମାନିତ ଫଟୋ ସହ ସମ୍ମାନିତ କରା ଯାଇ ଥିଲା। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

MP Sri Bishi Raises Concern Over Limited Access to EMRS in Tribal Areas, Seeks Expansion at Block Level.

Sunil Chandra Nayak

ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଭବ୍ୟ ମଶାଲ ଶୋଭାଯାତ୍ରା 

masiha

ଜିଲ୍ଲା ସ୍ତରୀୟ ପରିଦର୍ଶନ କମିଟିର ଧର୍ମଗଡ ସ୍ୱଧାର ଗୃହ ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!