ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋ ଭୋଲ୍ଟେଜ ଓ ବିଦ୍ୟୁତ କାଟ କୁ ନେଇ ପୁଣି ରାଜରାସ୍ତା ଅବରୋଧ କଲେ ଚାଷୀ

ଲୋ ଭୋଲ୍ଟେଜ ଓ ବିଦ୍ୟୁତ କାଟ କୁ ନେଇ ପୁଣି ରାଜରାସ୍ତା ଅବରୋଧ କଲେ ଚାଷୀ

ରାଇଘର ( କିରଣ ପଟ୍ଟନାୟକ )୩୦/୩ ଲୋ ଭୋଲ୍ଟେଜ ସମସ୍ୟା ଯୋଗୁଁ ରାଇଘର ଉମରକୋଟ ରାସ୍ତା ଅବରୋଧ କଲେ ଶତାଧିକ ଚାଷୀ ।

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ସରଗୁଲି ନର୍ସରୀ ଛକ ଠାରେ ଚାଷୀ ମାନେ ଜଳ ସେଚନ ଅଭାବ ଯୋଗୁଁ ଶୁଖିଲା ପଡି ଯାଇଥିବା ମକା ଗଛ ଓ ପରିବା ଚାଷ କୁ ନେଇ ରାସ୍ତା ଅବରୋଧ କରିଛନ୍ତି,ସୂଚନା ଅନୁଯାଇ ରାଇଘର ବ୍ଲକର ବିଭିନ୍ନ ପଂଚାୟତର ଗ୍ରାମ ଗୁଡିକରେ କିଛି ଦିନ ହେବ ଲୋ ଭୋଲ୍ଟେଜ ଅଘୋଷିତ ବିଦ୍ୟୁତ କାଟ ସମସ୍ୟାଲାଗି ରହୁଥିବାରୁ ଚାଷକରିଥିବା ଫସଲ ରେ ପାଣି ନ ଦେଇପାରିବାରୁ ଖରାରେ ଚାଷ ପୋଡି ନଷ୍ଟ ହେବାକୁ ଲାଗିଲାଣି ଯାହାଫଳରେ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି, ଫଳରେ ସରଗୁଲି ଆଦିବାସୀ ଏବଂ ସରଗୁଲି ଡିଏନକେ ଗ୍ରାମର ସତାଧିକ ଚାଷୀ ରାସ୍ତା ଅବରୋଧ କରି ଆନ୍ଦୋଳନ ରେ ବସିଛନ୍ତି, ଉଭୟ ପାର୍ଶ୍ୱରେ ଗାଡି ଅଟକ ରହିଛି, ସେହିପରି ଭାରତମାଳା ରାସାରେ mohanda ଓ debagam panchayat ବାସୀ ରାସତା ଅଟକ କରିଛନି, କିଛି ଦିନ ହେବ ଘଟଣାସ୍ଥଳରେ ବିଦ୍ୟୁତ ବିଭାଗର କର୍ମଚାରି, ରାଇଘର ତହସିଲଦାର, ଏସଡିପିଓ, ରାଇଘର ପୋଲିସ ପହଞ୍ଚି ଚାଷୀ ଙ୍କୁ ବୁଝାସୁଝା କରିଥିଲେ କିନ୍ତୁ କିଛି ସଫଳ ନୋ ମିଳିବାରୁ ପୁଣି ଚାଷୀମାନେ ଜିଦ ରେ ଅଟଳ ଯେତେବେଳେ ଯାଏ ଲୋଭଲ୍ଟେଜ ସମସ୍ୟା ର ସମାଧାନ ନ ହେବ ଯେତେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

Related posts

କଳାହାଣ୍ଡି କୃଷି କାର୍ଯ୍ୟାଳୟର ଡ଼କ୍ୟୁମେଣ୍ଟାରୀ ନିର୍ମାଣ ପାଇଁ ବିଜ୍ଞାପନ କାହା ସ୍ୱାର୍ଥରେ ?

Sunil Chandra Nayak

ଉତ୍କଳ ସମ୍ମିଳନୀ ପକ୍ଷରୁ ନୂଆଖାଇ ମହୋତ୍ସବ ପାଳିତi

Sunil Chandra Nayak

ପ୍ରଶାନ୍ତ ସେଠୀ ଙ୍କ ଦକ୍ଷିଣ ରାଉରକେଲା ଗସ୍ତ

Leave a Comment

error: Content is protected !!