ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୋଜନା ର ଅନ୍ତ ନାହିଁ କିନ୍ତୁ ଭରତ ରହୁଛି ପଲିଥିନ ଦିଆ ଝାଟିମାଟି କୁଡ଼ିଆରେ ,କେବେ ପଡ଼ିବ ପ୍ରଶାସନ ର ଦୃଷ୍ଟି ?

ଡ଼ାଲଗୁମା(  ମ ନି ସ)  -: କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ଗ୍ରାମ ପଞ୍ଚାୟତ ର ଭିର୍କାପଡ଼ା ରେ ବାସ କରୁଥିବା ଭରତ ଦାସ (୨୪) ନାମକ ବ୍ୟକ୍ତି  ଘର୍ ଖଣ୍ଡିଏ ନଥିବାରୁ ଅତି ଦୟନିଅ ଅବସ୍ଥା ରେ ରହିଅଛି । ସରକାର ଅଶହାୟ ନିରୀହ ଗରିବ ଶ୍ରେଣୀର ବୀକ୍ତି ମାନଙ୍କ ପାଁଇ କୋଟି କୋଟି ଟଙ୍କା ପାଣିପରି ଖର୍ଚ୍ଚ କରି ପ୍ରଧନମନ୍ତ୍ରୀ ଆଵସ୍ ,  ବିଜୁପକାଘର , ମୋକୁଡ଼ିଆ ଭଳି ବିଭିନ୍ନ ଯୋଜନା ଗୁଡିକ ତିଆରି କରୁଥିବା ବେଳେ ଭରତ ଦାସ ଙ୍କ ପ୍ରତି ସାତସପନ ପାଲଟି ଯାଇଛି ।ଉକ୍ତ ବ୍ୟକ୍ତି  ଜଣଙ୍କ ତାଙ୍କରି ପୁଅ ସହ ଝାଟିମାଟି କୁଡ଼ିଆରେ ପଲିଥିନ ଦେଇ ବସବାସ କରନ୍ତି ,  ପ୍ରଶାସନ ତରଫରୁ ଘର୍ ଖଣ୍ଡିଆ ଯୋଗାଇ ଦେବା ପାଇଁ ଦାବିହେଉଅଛି ।

ମହେନ୍ଦ୍ର ଧରୁଆ ଙ୍କ ରିପୋର୍ଟ

Related posts

ବିଦ୍ୟୁତ୍‌ ପ୍ରଦ୍ଭା ନାୟକ ଙ୍କ କବିତା  ଶ୍ରୀ କୃଷ୍ଣ

Sunil Chandra Nayak

ଇସ୍ପାତ ସହରରେ ୩ ଦିନିଆ ଆନ୍ତ ଓଡିଶା କ୍ୟାରୋମ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

ପାରିବାରିକ କଲହ କୁ କେନ୍ଦ୍ର କରି ଯୁବକ ଙ୍କୁ ଛୁରୀ ମାଡ

Sunil Chandra Nayak

Leave a Comment

error: Content is protected !!