ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ପହଲଗାଁ ଆକ୍ରମଣ ବିରୁଦ୍ଧରେ ପ୍ରତିବାଦ ସଭା

ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ପହଲଗାଁ ଆକ୍ରମଣ ବିରୁଦ୍ଧରେ ପ୍ରତିବାଦ ସଭା

ଜୁନାଗଡ଼ ୨୫/୪( ମନୀସ ) ଜୁନାଗଡ଼ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କାଶ୍ମୀର ର ପହଲଗାମ ରେ ନିରୀହ ହିନ୍ଦୁ ମାନଙ୍କୁ ଧର୍ମ ପଚାରି ନୃଶଂସ ଭାବରେ ହତ୍ୟା କରିଥିବା ପ୍ରତିବାଦରେ ଆଜି ସକାଳ ୮ ଘଣ୍ଟା ସମୟରେ ସ୍ଥାନୀୟଲଙ୍କେଶ୍ୱର ମନ୍ଦିର ଠାରୁ ଶହ ଶହ ଲୋକଙ୍କ ସମାଗମରେ ଏକ ବିରାଟ ଶୋଭାଯାତ୍ରା କରି ବ୍ଲକ କାର୍ଯ୍ୟଳୟ ପ୍ରଯ୍ୟନ୍ତ ଆସି ଜୁନାଗଡ଼ ବିଡ଼ିଓ ଦେବାଶିଷ କରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ଏହି ରାଳିରେ ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ , ବହୁଜନ ସଂଗ୍ରାମ ସମିତିର ସଭାପତି ରଞ୍ଜନ କୁମାର ଜାଲ ,ପ୍ରବୀର ଗୋଏଲ ,କୁଞ୍ଜ ଅଗ୍ରୱାଲ ,ଚମ୍ପକ ଅଗ୍ରୱାଲ ,ଦିପେନ ସାହୁ ,ରାଜୁ ଅଗ୍ରୱାଲ ,ପବିତ୍ର ବେହେରା ସମେତ ଅନେକ ଜନସାଧାରଣ ଉପସ୍ଥିତ ଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବାର୍ଡ ଫ୍ଲୁ ପ୍ରତିରୋଧ କରିବାକୁ ଜିଲ୍ଲା ପ୍ରଶାସନ ସତର୍କ

masiha

ଏକଦା ଗୃପ ତରଫରୁ ବନ୍ଧୁ ମିଳନ ଓ ନବବର୍ଷ ପାଳନ

Sunil Chandra Nayak

ସରିଆଁ କ୍ଲଷ୍ଟରରେ ୧୦୦% ପୋଷାକ ବିତରିତ

Sunil Chandra Nayak

Leave a Comment

error: Content is protected !!