ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଫୁଟା ବାଣ ଫୁଟାଇ ୪ ଶିଶୁ ଆହତ 

ଅଫୁଟା ବାଣ ଫୁଟାଇ ୪ ଶିଶୁ ଆହତ 

କାମାକ୍ଷାନଗର (ମନିସ)15/5/25 //  କାମାକ୍ଷାନଗର ସହର ସନ୍ନିକଟ କାନପୁରା ପଞ୍ଚାୟତର ଯନ୍ତାରିବୋଲ ଗ୍ରାମରେ ବାହାଘର ଶୋଭାଯାତ୍ରାରେ ବ୍ୟବହୃତ ଅଫୁଟା ବାଣକୁ ୪ ଶିଶୁ ଫୁଟାଇବାରୁ ଆହତ ହୋଇପଡ଼ିଥିଲେ l ସେମାନଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରା ଯାଇଛି ଏବଂ ଶିଶୁ ମାନେ ସୁସ୍ଥ ଅଛନ୍ତି ପରେ ଘରକୁ ଫେରିଥିବାର ଜଣାଯାଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

177ତମ ଉତ୍କଳ ଗୌରବ ମଧୁସୂଦନ ଦାସ ଜୟନ୍ତୀ – ଆଇନଜୀବି ଦିବସ – 2025 ପାଳିତ 

masiha

ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ୩୪ ତମ ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରେଳି ସହିତ ଉଦଯାପିତ।

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ପାଳିତ ହେବ “ଓଡ଼ିଆ ପକ୍ଷ-୨୦୨୬”: ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!