ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଫୁଟା ବାଣ ଫୁଟାଇ ୪ ଶିଶୁ ଆହତ 

ଅଫୁଟା ବାଣ ଫୁଟାଇ ୪ ଶିଶୁ ଆହତ 

କାମାକ୍ଷାନଗର (ମନିସ)15/5/25 //  କାମାକ୍ଷାନଗର ସହର ସନ୍ନିକଟ କାନପୁରା ପଞ୍ଚାୟତର ଯନ୍ତାରିବୋଲ ଗ୍ରାମରେ ବାହାଘର ଶୋଭାଯାତ୍ରାରେ ବ୍ୟବହୃତ ଅଫୁଟା ବାଣକୁ ୪ ଶିଶୁ ଫୁଟାଇବାରୁ ଆହତ ହୋଇପଡ଼ିଥିଲେ l ସେମାନଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରା ଯାଇଛି ଏବଂ ଶିଶୁ ମାନେ ସୁସ୍ଥ ଅଛନ୍ତି ପରେ ଘରକୁ ଫେରିଥିବାର ଜଣାଯାଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅର୍ଜୁନ କେଣ୍ଡ୍ରୁକା ଙ୍କ ଶ୍ରାଦ୍ଧ ଦିବସ ପାଳନ

Sunil Chandra Nayak

କଳାହାଣ୍ଡି ଦିନିକିଆ ଗସ୍ତରେ ଏକତା ମହିଳାମଞ୍ଚ ର ରାଷ୍ଟ୍ରୀୟ ସଂଯୋଜିକା ଶ୍ରଦ୍ଧା କଶ୍ୟପ

Sunil Chandra Nayak

ଯୁକ୍ତ ୨ ବିଜ୍ଞାନ ପରିକ୍ଷା ରେ ଛାତ୍ରୀ ମାନଙ୍କ ସଫଳତା

Leave a Comment

error: Content is protected !!