ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦୁପାଣି ଗାଁ ରେ ଭାଲୁ ଆକ୍ରମଣ ରେ ବ୍ୟକ୍ତି ଗୁରୁତର

କେନ୍ଦୁପାଣି ଗାଁ ରେ ଭାଲୁ ଆକ୍ରମଣ ରେ ବ୍ୟକ୍ତି ଗୁରୁତର

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା କେନ୍ଦୁପାଣି ଗ୍ରାମ ର ଜଣେ ବ୍ୟକ୍ତି ସିଙ୍ଗଲ ମାଝୀ ଭାଲୁ ଆକ୍ରମଣ ର ଶିକାର ହୋଇ ଗୁରୁତର ହୋଇଛନ୍ତି। ରବିବାର ସେ ଗାଁ ନିକଟରେ ଥିବା ନିଜ ଚାଷଜମି କୁ ଯାଉଥିବା ବେଳେ ଭାଲୁ ହଠାତ ଅତର୍କିତ ଭାବେ ଆକ୍ରମଣ କରିଥିଳା । ଭାଲୁଟି ସିଙ୍ଗଲ ଙ୍କ ଡାହାଣ ଗୋଡ଼ ରେ ଆକ୍ରମଣ କରିଛି। ବ୍ୟକ୍ତି ଙ୍କ ଚିତ୍କାର ଶୁଣି କିଛି ଲୋକେ ଆସି ଭାଲୁ ହାବୁଡ଼ ରୁ ସିଙ୍ଗଲ ଙ୍କୁ ଉଦ୍ଧାର କରିଥିଲେ,ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। 

ଢଗ ନାଏକ ଙ୍କ ରିପୋର୍ଟ୍ 

 

Related posts

ଚନ୍ଦାହାଣ୍ଡି ରେ ଜାତୀୟ ସେବା ଶିବିର

Sunil Chandra Nayak

ପୁରୀ ହରିହର ଛକରେ ରାଉରକେଲା ର ‘ଉଇ ଫର୍ ୟୁ ୟୁଥ କ୍ଲବ’ ପକ୍ଷରୁ ଅନ୍ନ ଓ ପାନୀୟ ଜଳ ବଣ୍ଟନ

Sunil Chandra Nayak

ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ତ୍ରିନାଥ ମାଝୀଙ୍କ ଯୋଗଦାନ

masiha

Leave a Comment

error: Content is protected !!