ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ଅନ୍ତର୍ଜାତିୟ ଯୋଗଦିବସ ପାଳିତ 

ପଞ୍ଚାୟତ ସ୍ତରୀୟ ଅନ୍ତର୍ଜାତିୟ ଯୋଗଦିବସ ପାଳିତ 

ବନ୍ଧୁଗାଁ ତା, ୨୧/୬/୨୫, ବନ୍ଧୁଗାଁ ସଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି ପଞ୍ଚାୟତ ସ୍ତରୀୟ ୧୧ ତମ ଅନ୍ତର୍ଜାତିୟ ଯୋଗ ଜୀବସ ପାଳନ ହୋଇଯାଇଛି I ଆଜିର ଯୋଗ ଦିବସରେ ପବିତ୍ର ଖସଲା ଆଜିର ଯୋଗ ଦିବସରେ ଉପସ୍ଥିତ ହୋଇ ପ୍ରସିକ୍ଷକ ଭାବରେ ଯୋଗର କିଛି ଆସନକୁ ନେଇ ଉପସ୍ଥିତ ରହିଥିବା ଲୋକଙ୍କୁ ସକାଳ ୬. ୩୦ ରୁ ଆରମ୍ଭ ହୋଇ ୮ ଟା ପର୍ଯ୍ୟନ୍ତ ପ୍ରେରଣା ଦେଈଥିଲେ I ଏଥିରେ ବିଦ୍ୟାଳୟ ର ଆଧ୍ୟାପକ ଓ ଅଧ୍ୟାପିକା କଲେଜ ଓ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ପଞ୍ଚାୟତ ର ସରପଞ୍ଚ ଶ୍ରୀମତି ଲଷ୍ମୀ କାଡ୍ରାକା, ଓ ପିଓ ଶ୍ରୀ ବୃନ୍ଧାବନ କଲେକା ଉପସ୍ଥିତ ହୋଇ ଯୋଗ କରିଥିଲେ I ଯୋଗ କରିବାର ମୂଳ ଲକ୍ଷ କଣ ଯୋଗ କାହିଁକି କୋରାଯାଇଥାଏ ଓ ଯୋଗ କରିବା ଦ୍ୱାରା ଶରୀର ପାଇଁ କଣ ଲାଭ ଦାୟକ ହୋଇଥାଏ, ଯୋଗ ଆଣେ କେଉଁ ସମୟରେ କରିବାର ଉଚିତ ଓ ଯୋଗ କରିବା ପାଇଁ ଲୋକଙ୍କ ପାଇଁ କେତେ ବୟସରୁ କେତେ ବର୍ଷ ର ଲୋକ ଯୋଗ କରିବାର ଉଚିତ ଏହି ସବୁବେଳେ ବିଷୟକୁ ନେଇ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷଯୋତ୍ରୀ ଶ୍ରୀମତି ରଶ୍ମିତା ସେଠି ସମସ୍ତିଙ୍କୁ ବୁଝେଇ ଥିଲେ I ଏହାପରେ ଯୋଗକୁ ଆରମ୍ଭ କରିବା ପୂର୍ବରୁ ଆମ୍ଭେ ପ୍ରଥମେ କଣ କରିବାର ଉଚିତ ଓ କାହିଁକି ତା ବିଷୟରେ ନେଇ ଯୋଗ ପ୍ରଶିକ୍ଷକ କିଛି ଟିପଣି ଦେଇଥିଲେ I ଯୋଗ କରିବାର ଶେଷପରେ ସବୁଦିନ ନିତି ସକାଳ ସମୟରେ କରିବା ପାଇଁ ଏକ ସ୍ୱାକ୍ଷର ପ୍ରମାଣର ପ୍ରାର୍ଥନା କରିଥିଲେ I ଆଜି ବ୍ଲକର ସମସ୍ତ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ସହ ବ୍ଲକ ସ୍ତରୀୟର ନିଲାବାଡ଼ି ମା ଅଗ୍ନି ଗଙ୍ଗାମା ମନ୍ଦିର ପ୍ରାଙ୍ଗଣ ଠାରେ ଆୟୋଜନ କୋରାଯାଇଥିଲା I 

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଉଜୁଡ଼ିଗଲାଣି ବାଉଁଶ କାରିଗରଙ୍କ କୌଳିକ ବୃତ୍ତି । ବିକ୍ରି ପାଇଁ ନାହିଁ ସ୍ବତନ୍ତ୍ର ବଜାର

Sunil Chandra Nayak

ଓ, ଏ,ଭି ପ୍ରବେଶିକା ପରୀକ୍ଷାରେ ବ୍ଲକ ରେ ସର୍ବାଧିକ ନୋ ରଖିଲେ ଅଭିପ୍ସା ମହାପାତ୍ର

Sunil Chandra Nayak

ସଂଯୋଗୀ ସଜଫୁଲ ର ପୂର୍ବ – ଦକ୍ଷିଣାଞ୍ଚଳ ବିଶେଷାଙ୍କ ନିମନ୍ତେ ଲେଖା ଆବଶ୍ୟକ 

masiha

Leave a Comment

error: Content is protected !!