ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାସୀଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

ଦାସୀଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

ଜୁନାଗଡ଼୨୧/୬.(ମନୀହା):ଜୁନାଗଡ଼ ବ୍ଲକ ଦାସିଗାଁ ପଞ୍ଚାୟତ ହାଇସ୍କୁଲ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଦୁଇଟି ବିଦ୍ୟାଳୟର ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ ଓ ସ୍କୁଲର ଛାତ୍ର ଛାତ୍ରୀ ଏକାଠି ଏହି ଯୋଗ ଦିବସ ପାଳନ କରିଥଲେ। ଏହି ଯୋଗ ଦିବସ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରମୋଦିନୀ ପ୍ରହରାଜ ଯୋଗ ଦେଇଥିବା ବେଳେ,ମୁଖ୍ୟ ବକ୍ତା ଡା.ଗଜିନ୍ଦ୍ର ପ୍ରସାଦ ପାଢି, ଓ ନାଏବ ସରପଞ୍ଚ କବିତା ପ୍ରହରାଜ, ସି.ଏଛ.ଓ ଏ.ଏନ୍.ଏମ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଉଭୟ ସ୍କୁଲ ଅଭିଭାବକ ସହ ଗ୍ରାମ ବାସି ମଧ୍ୟ ସାମିଲ ଥିଲେ।ଶେଷରେ ଆଦିତ୍ୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ସରକାରୀ (ଏସ୍ ଏସ୍ ଡି )ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ

masiha

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲା ସ୍ଥରୀୟ ବୈଠକ ଅନୁଷ୍ଠିତ

ବାଲିଛଡା ବନ୍ଯା ଆଶ୍ରୟସ୍ଥଳ ଠାରେ ବିପର୍ଯ୍ୟୟ ପ୍ରଶମନ ନେଇ ପ୍ରସ୍ତୁତି ମକଡ୍ରିଲ କରି ଦେଖାଇଲେ ଅଗ୍ନିଶମ ବାହିନୀ

Sunil Chandra Nayak

Leave a Comment

error: Content is protected !!