ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵହଳଦା ବ୍ଲକ ! କାଦୁଆଣି ରେ ବଜ୍ରପାତରେ ଚାଷି ମୃତ

ଵହଳଦା ବ୍ଲକ ! କାଦୁଆଣି ରେ ବଜ୍ରପାତରେ ଚାଷି ମୃତ

  ମୟୂରଭଂଜ- ୨୫/୦୭: ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କାଦୁଆଣି ଗ୍ରାମର ପରେଶ ଚନ୍ଦ୍ର ମହାନ୍ତ (୬୫) ଆଜି ଶୁକ୍ରବାର ଦିନ ଅପରାହ୍ନ ଦେଢଟା ଟା ପାଖାପାଖି ସମୟରେ ବିଲରେ ଧାନ ରୋଉଥିବା ସମୟରେ ବିଜୁଳି ଚଡକରେ ଟଳି ପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣା ଯାଇଥିଲା ।ଡାକ୍ତର‌ ମୃତ ଘୋଷଣା କରିଥିଲେ ।

       ଏନେଇ ବହଳଦା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସହିତ ଶବ ବ୍ୟବଚ୍ଛେଦ କରାଇ ପରିବାରଵର୍ଗଙ୍କୁଙ୍କୁ ମୃତଦେହ ହସ୍ତାନ୍ତର କରିଛି।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଥୁଆମୂଳ ରାମପୁର ପୋଲିସ ଛକରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଦୁଇ ଚାଳକ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

ଧର୍ମଗଡ: ନଵଦିନାତ୍ମକ ଶ୍ରୀ ରାମ ଚରିତ ମାନସ ପାରାୟଣ ଓ ମହାଯଜ୍ଞ ଉଦଯାପିତ

masiha

ଓଡ଼ିଶା ଜନକ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ ପାଳିତ 

masiha

Leave a Comment

error: Content is protected !!