ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଚନା ଓ ଲୋକ ସମ୍ପର୍କ ବିଭାଗ ଗ୍ରୁପ୍ ବି ପଦବୀ ପରୀକ୍ଷାରେ ଯାମଦା ବ୍ଳକର ଶିଶିର ମୁନ୍ଦୁୟା ୩୬ ନମ୍ବର ରେଙ୍କ ରଖି ସଫଳତା

ସୁଚନା ଓ ଲୋକ ସମ୍ପର୍କ ବିଭାଗ ଗ୍ରୁପ୍ ବି ପଦବୀ ପରୀକ୍ଷାରେ ଯାମଦା ବ୍ଳକର ଶିଶିର ମୁନ୍ଦୁୟା ୩୬ ନମ୍ବର ରେଙ୍କ ରଖି ସଫଳତା

 ମୟୂରଭଂଜ – ୨/୦୮ —  ଚଳିତବର୍ଷ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ସେବା କ୍ୟାଡ଼ର ଗ୍ରୁପ ଵି ପରୀକ୍ଷା ରେ ମୟୂରଭଂଜ ଜିଲ୍ଲାର ଉପାନ୍ତ ଯାମଦା ବ୍ଳକର ଶିଶିର ମୁନ୍ଦୁୟା ୩୬ ନମ୍ବର ସିରିୟଲରେ ଉତିର୍ଣ ହୋଇ ସଫଳତା ଆଣିଛନ୍ତି । ତାଙ୍କ ଘର ଜାମଦା ବ୍ଳକର ହେଁସଡା ଗ୍ରାମ ପଞ୍ଚାୟତର କୁଚେଇପାଳ ଗ୍ରାମର ବାକରା ସାହି ।ସେ ହେଉଛନ୍ତି ହେଁସଡା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ବାଲେମା ମୁନ୍ଦୁୟା ଓ ପ୍ରାକ୍ତନ ସମିତି ସଭ୍ୟ ମଦନ ମୁନ୍ଦୁୟାଙ୍କ ବଡ଼ ପୁଅ ।ତାଙ୍କ ସଫଳତାରେ ରାଜ୍ଯ ଜଙ୍ଗଲ ଓ ଶ୍ରମ ମନ୍ତ୍ରୀ ଇଂ ଗଣେଶ ରାମ ଖୁଣ୍ଟିଆ,କରଂଜିଆ ବିଧାୟକ ପଦ୍ମ ଚରଣ ହାଇବ୍ରୁ, ମୟୂରଭଂଜ ସାଂସଦ ସଦର ନବ ଚରଣ ମାଝୀ,ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,କେନ୍ଦୁଝର ପ୍ରାକ୍ତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ,ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତି, ପ୍ରାକ୍ତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ,ପ୍ରାକ୍ତନ କଂଗ୍ରେସ ବିଧାୟକ ଶାମ ଚରଣ ହାଁସଦା,ପ୍ରାକ୍ତନ ବିଜେଡି ବିଧାୟକ ସାରିବା ସୁଶିଲ ହାଁସଦା,ଯାମଦା ବ୍ଳକ ଜିଲ୍ଲା ପରିଷଦ ସଦସ୍ୟ ପୁର୍ଣ ଚନ୍ଦ୍ର ମାର୍ଣ୍ଡୀ,ଯାମଦା ବ୍ଳକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ, ତିରିଂ ବ୍ଳକ ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା ,ତିରିଂ ବ୍ଳକ ଅଧ୍ୟକ୍ଷ ,ପ୍ରାକ୍ତନ ତିରିଂ ବ୍ଳକ ଅଧ୍ୟକ୍ଷା ଜେମାମଣି ଷୁଣ୍ଢି, ହୋ ଗାଲାଙ୍ଗ ସଭାପତି ଗଙ୍ଗାଧର ହେମ୍ବ୍ରମ,ଆଦିବାସୀ ହୋ ସମାଜ ରାଜ୍ୟ ସଭାପତି ମନୋରଞ୍ଜନ ତିରିଆ, ରାମଦୋଳି ୟୂଥ୍ ଫର୍ ଆସୋସିଏସନ୍ ସଭାପତି ସୁରେନ୍ଦ୍ରନାଥ ମୁଣ୍ଡା ପ୍ରମୁଖ ଶୁଭେଛା ଜଣାଇବା ସହ ତାଙ୍କର ଉତୋରତର କାମନା କରିଛନ୍ତି ।ତାଙ୍କ ସଫଳତାରେ ଯାତ୍ରା ଅଂଚଳରେ ଖୁସିର ଲହରି ଖେଳି ଯାଇଛି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ରଜମଉଜ ଆସନ୍ତା ୧୨ ଓ ୧୩ରେ

ଦୁଇ ଅନାଥ ଝିଅ ଙ୍କୁ ଉଦ୍ଧାର କରି ଅନାଥ ଆଶ୍ରମ ରେ ଛାଡ଼ିଲା ବହୁଜନ ସଂଗ୍ରାମ ସମିତି

masiha

ବ୍ରହ୍ମପୁର ପୋଲିସର କଡ଼ାକଡି ଚେକିଙ୍ଗ

Leave a Comment

error: Content is protected !!