ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ସ୍ଥାନରେ ସ୍ବାଧିନତା ଦିବସ ପାଳିତ

ବିଭିନ୍ନ ସ୍ଥାନରେ ସ୍ବାଧିନତା ଦିବସ ପାଳିତ

ବସ୍ତା,15/08 ବସ୍ତା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି।ନରଣପୁର ଗ୍ରାମ ଠାରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋ ଳନ କରିଥିଲେ।ସେହିପରି ସଦାନଦପୁର ପଞ୍ଚାୟତ କାର୍ଯ୍ୟାଳୟ ରେ ବସ୍ତା ବିଧାୟିକା ସୁବାସିନୀ ଜେନା, ବସ୍ତା ବ୍ଲକରେ ବ୍ଲକରେ ଅଧକ୍ଷା ଅଞ୍ଜଳି ଦାସ,ବସ୍ତା ତହସିଲ କାର୍ଯ୍ୟାଳୟରେ ତହସିଲଦାର ସୁଶାନ୍ତ ପଟ୍ଟନାୟକ,ଏସଡିପିଓ କାର୍ଯ୍ୟାଳାୟରେ ମାନସ ଦେଓ, ବସ୍ତା ଥାନରେ ଆଇ.ଆଇ.ସି ରଞ୍ଜିତ କୁମାର ସାହୁ, ଅମର୍ଦାରୋଡ ଫାଣ୍ଡିରେ ଏସ ଆଇ ବିଜୟ କୁମାର ବାରିକ,ୟୁନାଇଟେଡ କାଲଚୁ ରାଲ ଏଣ୍ଡ ସ୍ପୋର୍ଟସର ସଭାପତି ସାଫଲ୍ୟ କୁମାର ନଦୀ,ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ଅଧକ୍ଷ ଡ:ବେଣୁଧର ବେହେରା,ସିଦ୍ଧେଶ୍ୱର ଉଚ୍ଚବିଦ୍ୟଳୟରେ ରାଜେଶ କୁମାର ସେଠୀ,କାଲାମ କୋଚିଂ ସେଣ୍ଟରରେ ରାଧାକୃଷ୍ଣ ପ୍ରଧାନ, ବରୁଣଗଡିଆ ସ୍ୱାସ୍ଥ୍ୟ ଆରୋଗ୍ୟ ମନ୍ଦିର ରେ ସିଏଚଓ ସମନ୍ୱିତା ପଟ୍ଟନାୟକ, ଏନଏମ ମାନିମଣି ମାଝୀ,ପ୍ରତିମା ମାଝୀ,ଆଶାକର୍ମୀ ଅର୍ଣ୍ଣପୂର୍ଣ୍ଣା ସାମଲ,ସ୍ମରଣୀକା ମହାପାତ୍ର, ସିଦ୍ଧେଶ୍ବରୀ ବେହେରା, ସୁବମଣି, ଗୟାମଣି ଦାସ, ଶାନ୍ତିଲତା ଷଡ଼ଙ୍ଗୀ, ସୁଲୋଚନା, ଅମର୍ଦାରୋଡ ସରକାରୀ ଚିକିତ୍ସାଳୟରେ ଡ: ଆଦିତ୍ୟ ପୁହାଣ,ଏଞ୍ଜେଲ ଟ୍ୟୁଟରିଆଲରେ କବି ପୂର୍ଣ୍ଣ ଚନ୍ଦ୍ର ମହାଳିକ, ନଟାକଟା ପଞ୍ଚାୟତରେ ଯୁଗ୍ମ ଭାବେ ସରପଞ୍ଚ ବନ୍ଦନା ସେଠୀ ଓ ସମବାୟ ସମିତିର ସଭାପତି ଦୀପକ କୁମାର ସାହୁ,କୁଳିଦା ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଅନ୍ନପୂର୍ଣ୍ଣା ସେନା ପତି,ବସ୍ତା ସରକାରୀ ଚିକିତ୍ସାଳୟରେ ଇନଚାର୍ଜ ଦେବବ୍ରତ ଜେନା, କରୂଆ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଜୟନ୍ତ କୁମାର ରଣା, ପାଉଁଶକୁଲି ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ବିନ୍ଦୁବାଳା ସେନା ପତି,ଉତ୍କଳ ଭାରତୀ ଶିକ୍ଷାକେନ୍ଦ୍ର ପ୍ରଧାନ ଅଚାର୍ଯ୍ୟା ନନ୍ଦିତା ମହାନ୍ତି ,ପାଉଁସକୁଲି ନିୟୁ ମାର୍କେଟରେ ରତିକାନ୍ତ ନନ୍ଦ ବ୍ରହ୍ମଚାରି, କରୁଆ ପଞ୍ଚାୟତର କୈବଲ୍ୟ କ୍ଷେତ୍ର ଟ୍ରଷ୍ଟରେ ଜଗନ୍ନାଥ ବ୍ରହ୍ମଚାରି,ସର ସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପରିଚାଳନା କମିଟିର ପୂର୍ବତନ ସଭା ପତି ଗୌରାଙ୍ଗ ପାତ୍ର ପ୍ରମୁଖ ଯୋଗଦେଇ ଜାତୀୟ ପତାକାଉତ୍ତୋ ଳନ କରିଥିଲେ। ଚଳିତ ବର୍ଷ ବସ୍ତା ବ୍ଲକ ଅଞ୍ଚଳରେ ସ୍ବାଧିନତା ଦିବସରେ କୁନି କୁନି ଛାତ୍ର, ଛାତ୍ରୀ ମାନେ ବିଭିନ୍ନ ପ୍ରକାର ବେଶ ଭୁଷାରେ ସୁସଜ୍ଜିତ ହୋଇଥିବା ବେଳେ ବର୍ଷା ସାଜିଥିଲା ବାଧକ।ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ,ମିଶନ ଶକ୍ତି ମହିଳା ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। 

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବଣିଜରାରେ ସଂଯୁକ୍ତ କିଷାନ ମୋର୍ଚାର ବିରାଟ ଚାଷୀ ସମାବେଶ ,ରବି ଚାଷ ପାଇଁ କେନାଲ ରେ ପାଣି ଛାଡ଼ିବା ପାଇଁ କଲେ ଆହ୍ୱାନ 

masiha

ଧର୍ମଗଡରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

Sunil Chandra Nayak

କାଦୁଅ ପଚ ପଚ ଗାଁ ଦାଣ୍ଡ, ହିନସ୍ତା ହେଉଛନ୍ତି ଗ୍ରାମବାସୀ, ଅଭିଯୋଗ କଲେ ଶୁଣୁନାହାନ୍ତି ସରପଞ୍ଚ

Sunil Chandra Nayak

Leave a Comment

error: Content is protected !!