ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରପତିଜୀଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନ ଚକ୍ର 

ପ୍ରପତିଜୀଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନ ଚକ୍ର 

କଟକ : ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନ ସେଣ୍ଟର୍ ନେତାଜୀ ନଗର କଟକ ପରିସରରେ ବିଶିଷ୍ଟ ମାତୃ କର୍ମୀ ପ୍ରଫେସର ଶରତ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ମହାନ୍ ଗବେଷକ କାଙ୍ଗାଳି ଚରଣ ପତି (ପ୍ରପତିଜୀ)ଙ୍କ ଜନ୍ମ ଶତ ବାର୍ଷିକ ପାଳନ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ରର ସମ୍ପାଦକ ବିଶିଷ୍ଟ ଶିକ୍ଷାବିତ୍ ଅମ୍ବରିଶ ମିଶ୍ର,ଅଧ୍ୟକ୍ଷ ମହେଶ୍ୱର ନନ୍ଦ ଓ ସମସ୍ତ ଅପା ଭାଇ ରୀନାରାଣୀ ପୃଷ୍ଟି,ନନ୍ଦକିଶୋର ଆଚାର୍ଯ୍ୟ,ବିଶ୍ଵ ରଞ୍ଜନ ମଲ୍ଲ,ଲୀଳାବତୀ ନାୟକ,ନିରୁପମା ସାହୁ,ନିରୁପମା ବାରିକ,ଜଳ୍ପନା ଜେନା,ବନ୍ଦନା ସରସ୍ଵତୀ,ପୂଜା ହଜାର,ଦୀପିକା ପଟ୍ଟନାୟକ,ସୌଦାମିନୀ ମିଶ୍ର ଓ ପାୟଲ ପ୍ରିୟଦର୍ଶିନୀ,ବିଦ୍ୟାର୍ଥୀ ଓ ଅଭିଭାବକ ଅଭିଭାବିକା ପ୍ରମୁଖ ଉପସ୍ଥିତ ଥିଲେ । ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମିଶ୍ର ଶ୍ରୀ ଅରବିନ୍ଦ ଓ ଶ୍ରୀ ମା’ଙ୍କ ପୂର୍ଣ୍ଣାଙ୍ଗ ଶିକ୍ଷାର ମହତ୍ତ୍ଵ ତଥା ଓଡ଼ିଶାରେ ମାତୃ ସଂଗଠନ ଗଠନ କରିବା ସହ ସାରା ରାଜ୍ୟରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଶ୍ରୀ ପ୍ରପତିଜୀଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପୁଣି ଫେରିଲା ଏକ ଦାଦନ ଶ୍ରମିକ ର ଶବ। ରୋଜଗାରିଆ ପୁଅକୁ ହରେଇ ପରିବାର ବେସାହାରା

masiha

ଭରଚୁଆଲ ମାଧ୍ୟମରେ ଉଦଘାଟନ

masiha

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!