ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ରକ୍ତଦାନ ଶିଵିର ପାଇଁ ପ୍ରସ୍ତୁତି : ସେପ୍ଟେମ୍ବର ୩ ରେ ରକ୍ତ ଦାନ 

‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ରକ୍ତଦାନ ଶିଵିର ପାଇଁ ପ୍ରସ୍ତୁତି : ସେପ୍ଟେମ୍ବର ୩ ରେ ରକ୍ତ ଦାନ 

 କଟକ : କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ସଭାପତି ଶିକ୍ଷାବିତ ପ୍ରଫେସର ଡକ୍ଟର ମନୋଜ ନାୟକଙ୍କ ପ୍ରସ୍ତାବ କ୍ରମେ ୪୨ ମୌଜାର କଳପଡାରେ ଏକ ରକ୍ତଦାନ ଶିଵିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ସେପ୍ଟେମ୍ବର ୩ ତାରିଖ ଦିନ ନୂଆପଡ଼ାର ୱାର୍ଡ ନମ୍ବର ୫୦ ସ୍ଥିତ ନୂଆପଡ଼ା ଇଣ୍ଡିପେଣ୍ଡେନ୍ସ କ୍ଲବ ତଥା ଗଣେଶ ମଣ୍ଡପ ଠାରେ ଏହି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମକୁ ବରିଷ୍ଟ ଉପଦେଷ୍ଟା ବିଜୟ କୁମାର ନାୟକ ପରିଚାଳନା କରିଥିଲେ । ଏଥିରେ ପ୍ରକାଶ ମାଝୀ ଓ ଚନ୍ଦନ ପରିଡ଼ା ପ୍ରଭୃତି ବହୁ ସହକର୍ମୀ ମାନେ ଉପସ୍ଥିତ ଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ମା ଶକ୍ତି ମେଲୋଡି ଦଳ ଉଦଘାଟିତ

Sunil Chandra Nayak

ଆମପାଣି ଯୋନର ୮ଟି ପଞ୍ଚାୟତ ୱାର୍ଡ଼ ମେମ୍ବରଙ୍କ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ କିନ୍ନରଙ୍କ ଅଧିକାର ସମ୍ବନ୍ଧୀୟ ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!