ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁକା କଳାରେ ରାଧାକ୍ରିଷ୍ଣନ ଙ୍କୁ ଶ୍ରଦ୍ଧାଞ୍ଜଳି

ବାଲୁକା କଳାରେ ରାଧାକ୍ରିଷ୍ଣନ ଙ୍କୁ ଶ୍ରଦ୍ଧାଞ୍ଜଳି

କର୍ଲାମୁଣ୍ଡା, ୦୪/୯ (ସୁଶାନ୍ତ ରଣା): ଆଜି ପବିତ୍ର ଗୁରୁ ଦିବସ ଅବସରରେ ଭାରତର ପ୍ରଥମ ଉପରାଷ୍ଟ୍ରପତି, ମହାନ ଶିକ୍ଷାବିତ, ଦାର୍ଶନିକ ତଥା ଭାରତ ରତ୍ନ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଲେ କଳାହାଣ୍ଡି ଜିଲ୍ଲାର ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ I

Related posts

କାଳବୈଶାଖୀରେ ଉଡିଲା ଛାତ, ବିଭାଗୀୟ ଅଧିକାରୀ ଚୁପ୍ 

masiha

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ରଞ୍ଜୁଲତା

masiha

ମସୀହା ପ୍ରଭାବ : ରେବତୀ ର ଚିକତ୍ସା ପାଇଁ ତତ୍ପରତା ଦେଖାଇଲେ ଜିଲ୍ଲା ଚିକିତ୍ସାଧିକାରୀ

Sunil Chandra Nayak

Leave a Comment

error: Content is protected !!