ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସଚେତନତା କାର୍ଯ୍ୟକ୍ରମ 

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସଚେତନତା କାର୍ଯ୍ୟକ୍ରମ 

ଜୁନାଗଡ଼,୯/୯(ମନୀସ)  ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ମିଶନ ସମାଜରେ ଗାଁ ମାନଙ୍କରେ ରହିଥିବା କୁସଂସ୍କର ଅନ୍ଧ ବିଶ୍ବାସ ଦୂର କରିବା ସହ ସମାଜକୁ ଶିକ୍ଷିତ ଓ ସଙ୍ଗଠିତ ସମାଜ ତିଆରି କରିବା , ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଖଜୁରିଗୁଡା ଠାରେ ଶତାଧିକ ଲୋକଙ୍କ ଉପସ୍ଥିତରେ ଏକ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଙ୍କ ସଭାପତିତ୍ବରେ ମଞ୍ଚାସୀନ ଥିଲେ ଜିଲ୍ଲା ସଭାପତି ବୃନ୍ଦାବନ ନାଗ ମହାସଚିବ ଶତ୍ରୁଘ୍ନ ନାଏକ କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା ସାମାଜିକ ମୁଖ୍ୟ ଗିରିଜା ବେହେରା, କଲମପୁର ବ୍ଳକ ସଭାପତି ବଳରାମ ଦୁର୍ଗା ଏମ୍ ରାମପୁର ବ୍ଳକ କୋଅରଡିନେଟର ବେଣୁଧର ସୁନା କେସିଙ୍ଗା ସଭାପତି ବିଷ୍ନୁ ମଙ୍ଗରାଜ, ଜୟପାଟଣା କୋଅରଡିନେଟର ଡିଙ୍ଗର ବାଗ , ଲାଞ୍ଜିଗଡ଼ କାର୍ଯ୍ୟକାରୀ ସଭାପତି ହରି କୁମାର,ଜିଲ୍ଲା ପରିଷଦ ପରିକ୍ଷିତ ନାଏକ,, ନାରୀନେତ୍ରୀ ଜନନୀ ବାଗ , ଜମ୍ବୁବତି ନାଏକ,,, ସଭା ପରିଚାଳନା କରିଥିଲେ ଜିତେନ୍ଦ୍ର କୁମାର ନାଏକ, ଆୟୋଜନ କରିଥିଲେ ବିଜେପୁର ପାହାଡପଦର ମାଳିଜୁବାଙ୍ଗ ପଞ୍ଚାୟତ ବାସି କୈଳାସ ବାଗ, ନିଲାମ୍ବର ନାଏକ,ଯୁଧିଷ୍ଠିର ନାଏକ, ଚନ୍ଦ୍ରଶେଖର ନାଏକ, ରାମଚନ୍ଦ୍ର ବାଗ, ବୈଦନାଥ ନାଏକ, ଦୀନବନ୍ଧୁ ନାଏକ, ରାଜେନ୍ଦ୍ର ନାଏକ, ଡମ୍ବୁରୁଧର ନାଏକ, ତ୍ରିନାଥ ନାଏକ, ଜଗତେ ନାଏକ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଝାଡଖଣ୍ଡ ମୁକ୍ତିମୋର୍ଚା ତରଫରୁ ବିଭିନ୍ନ ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ 

Sunil Chandra Nayak

ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘ ସହ ଆରଏସପି ରାଖଡ ପରିବହନ ନେଇ ଚୁକ୍ତି  ସାମ୍ବାଦିକ ସମ୍ମିଳନୀରେ ଧନ୍ୟବାଦ ଜଣାଇଲେ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘର ସଭାପତି

Sunil Chandra Nayak

ବଜରଙ୍ଗ କ୍ଲବ୍, ମହିମାଗାଦି, ଢେଙ୍କାନାଳ ତରଫରୁ ଫୁଲୱାମା ଆକ୍ରମଣ ରେ ସହୀଦ ହୋଇଥିବା ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!