ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ୩ ଦିନିଆ କର୍ମଶାଳା ଅନୁଷ୍ଠିତ

ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ୩ ଦିନିଆ କର୍ମଶାଳା ଅନୁଷ୍ଠିତ

କେନ୍ଦ୍ରାପଡ଼ା: ତା 24/9(ମସିହା ନିୟୁଜ)ସାମାଜିକ ପରିବର୍ତ୍ତନର ବାହକ ହୁଅନ୍ତୁ ଛାତ୍ରଛାତ୍ରୀ: ଅଧ୍ୟକ୍ଷ ଜାତୀୟ ସେବା ଯୋଜନା ଯୁବ ବିକାଶର ପ୍ରୟୋଗଶାଳା ହେଉ ସମାଜ ସେବା ଜରିଆରେ ଛାତ୍ରଛାତ୍ରୀମାନେ ନିଜ ବ୍ୟକ୍ତିତ୍ୱର ବିକାଶ କରନ୍ତୁ ଆଜିର ଛାତ୍ରଛାତ୍ରୀ ନୂତନ ସମାଜ ଗଠନରେ ସହାୟକ ହୋଇ କେତେବେଳେ ରକ୍ତଦାନ କରି ତ କେତେବେଳେ ଚାରାରୋପଣ କରି, କେତେବେଳେ ନିଶା ଓ ଅନ୍ଧବିଶ୍ୱାସ ବିରୋଧରେ ସଚେତନତା ସୃଷ୍ଟି କରି ତ, ଆଉ କେତେବେଳେ ସଡ଼କ ନିରାପତ୍ତା ସମ୍ପର୍କରେ ଜାଗରଣ ସୃଷ୍ଟି କରିବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା ଯୋଗାଇ ପ୍ରକୃତ ସମାଜସେବୀର ପରିଚୟ ସୃଷ୍ଟି କରୁଛନ୍ତି l ଏହାଛଡା କମ୍ପ୍ୟୁଟର ସାକ୍ଷରତା, ସାଇବର ଅପରାଧ, ସାମାଜିକ ଗଣମାଧ୍ୟମର ସଦୁପଯୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଇନ ମହାବିଦ୍ୟାଳୟ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବାକୁ ଖସଡ଼ା ପ୍ରସ୍ତୁତ ହୋଇଛି ବୋଲି କାର୍ମଶାଳାରେ ଆଲୋଚନା ହୋଇଛି l

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଭାରତମାଳା ରାସ୍ତା ରେ ନିୟୋଜିତ ଟିପର ଧକ୍କା ରେ ମହିଳା ମୃତ

Sunil Chandra Nayak

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଆସନ୍ତା ୨୪ ରେ

masiha

ସ୍ଥାନ ନିରୂପଣ ନେଇ ଉତ୍ତେଜନା

Leave a Comment

error: Content is protected !!