ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ତେରେସିଂହା ର ମାଁ ବସ୍ତ୍ରେନ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା

ତେରେସିଂହା ର ମାଁ ବସ୍ତ୍ରେନ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ମାଁ ବସ୍ତ୍ରେନ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ରବିବାର ହୋଇ ଯାଇଛି I ଏଥିରେ ସହଦେବ ନାଗ ଓ ତାଙ୍କ ପତ୍ନୀ ଉର୍ମିଳା ନାଗ କର୍ତ୍ତା ଦାୟିତ୍ୱରେ ରହିଥିବା ବେଳେ ପୂଜକ ଯଦୁମଣି ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ I ଏହି ଅବସରରେ ତେରେସିଂହା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରମୋଦ ସୁନା, ମା’ ଙ୍କ ପୂଜକ ଭରତ ନାଗ, କାଳିଆ ନାଗ, ବରୁଣ ନାଗ, କୁବେର ନାଗଙ୍କ ସମେତ ଭକ୍ତମାନେ ଉପସ୍ଥିତ ରହିଥିଲେ I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଆଜିଠାରୁ ଦୁଇ ଦିନିଆ କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବ

Sunil Chandra Nayak

ଜୟଜଗନ୍ନାଥ ଧ୍ୱନିରେ କମ୍ପିଲା ସିନାପାଲି- ମାଁ ସୁଭଦ୍ରଙ୍କ ରଥ ଟାଣିଲେ ମହିଳା ଶ୍ରଦ୍ଧାଳୁ 

Sunil Chandra Nayak

ଦେବସର ଧାମ ମା ଦୁର୍ଗା ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଓ ଛପନ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ କଳସ ଯାତ୍ରା

Sunil Chandra Nayak

Leave a Comment

error: Content is protected !!