ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବ୍ୟବସାୟୀଙ୍କ ଗୋଦାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

ବ୍ୟବସାୟୀଙ୍କ ଗୋଦାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

 କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ପୋଲିସ ତେରେସିଂହା ବେଲପଡ଼ାର ଜନୈକ ବ୍ୟବସାୟୀ ରାକେଶ କେଡିଆଙ୍କ କଲୋନୀପଡ଼ାସ୍ଥିତ ଦୋକାନ ଗୋଦାମ ଘରୁ ପୁଳାପୁଳା ବାଣ ଜବତ କରିଛି I ସେଠାରୁ ଲକ୍ଷାଧିକ ଟଙ୍କାର ବାଣ ଫୋଟକା ଜବତ ହୋଇଥିବା ଫାଣ୍ତି ଅଧିକାରୀ ମନୁଆ ବିଡ଼ିକା ସୂଚନା ଦେଇଛନ୍ତି I ଏହି ଚଢ଼ାଉରେ ଫାଣ୍ଡି ଅଧିକାରୀଙ୍କ ସମେତ କନଷ୍ଟେବଳ ଭୁବନେଶ୍ୱର ମାଝୀ ସଂଜୀବ ସାହୁ, ଜ୍ୟୋତିର୍ମୟ ମହାନନ୍ଦ, କୈଳାସ ପୁଟେଲ ପ୍ରମୁଖ ସାମିଲ ଥିଲେ I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ରାଇରଙ୍ଗପୁର ଅବକାରୀ ବ୍ୟାପକ ଚଢାଉ; ୭୨ ଲି ଦେଶୀ ମଦ ଜବତ ସହ ୪ କୋର୍ଟ ଚାଲାଣ 

masiha

ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

Sunil Chandra Nayak

ବିଟ୍ଟୁ ହତ୍ୟା ଘଟଣାର ୨ ଅଭିଯୁକ୍ତଙ୍କୁ ଗିରଫ୍‌ କରି ସିନ୍‌ ରିକ୍ରିଏସନ୍‌ କଲା ବଲାଙ୍ଗିର ପୋଲିସ

Leave a Comment

error: Content is protected !!