ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡାମତଳିଆରେ ବାଇକ କୁ ପିଟି ଦୃତ ଗତିରେ ଆସି ପଳାଇଲା ଅଜଣା ଗାଡ଼ି; ସ୍ବାମୀ ଅଳ୍ପକେ ରକ୍ଷା ପାଇଲା ବେଳେ ପତ୍ନୀ ଓ ଛୁଆ ଗୁରୁତର

ବଡାମତଳିଆରେ ବାଇକ କୁ ପିଟି ଦୃତ ଗତିରେ ଆସି ପଳାଇଲା ଅଜଣା ଗାଡ଼ି; ସ୍ବାମୀ ଅଳ୍ପକେ ରକ୍ଷା ପାଇଲା ବେଳେ ପତ୍ନୀ ଓ ଛୁଆ ଗୁରୁତର

ମୟୂରଭଂଜ – ୫/୧୧ —  ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇରଙ୍ଗପୁର – ବିଶୋଇ ରାଜ୍ୟ ରାଜପଥ ବଡାମତଳିଆ ପାଖରେ ଏକ ବାଇକ୍ କୁ ଧକ୍କା ଦେଇ ଦୃତ ଗତିରେ ଆସି ପଳାଇଲା ଅଜଣା ଗାଡ଼ି ।ସୂଚନା ଯୋଗ୍ୟ ଟିକରପଡା ଗ୍ରାମର ଆରତି କିସ୍କୁ, ତାଙ୍କ ଛୁଆ ଏବଂ ସ୍ବାମୀ ବାଇକ ସାହାଯ୍ୟରେ ଯାଉଥିବାବେଳେ ବଡାମତଳିଆ ପାଖରେ ଏକ ଅଜଣା ଗାଡ଼ି ପଛରୁ ଧକ୍କା ଦେଇ ଖସି ପଳାଇଥିଲା ।ଫଳରେ ବାଆର ସମସ୍ତ ଆରୋହୀ ଛିଟିକି ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ ।ପରେ ସ୍ଥାନୀୟ‌ଲୋକଙ୍କ ପହଞ୍ଚି ୧୦୮ ଆମ୍ବୁଲାନ୍ସ ସହାୟତାରେ ରାଇରଙ୍ଗପୁର‌ ହସ୍ପିଟାଲକୁ ଅଣାଯାଇଥିଲା ।ଆରତି କିସ୍କୁଙ୍କ ମୁଣ୍ଡ,ଗୋଡ଼,ହାତ,ଛାତି ମାଡ଼ ହେବା ସହ ରକ୍ତାକ୍ତ ହୋଇଇଛନ୍ତି ।ଛୋଟ ଛୁଆ ସକିଲା କିସ୍କୁ ମଧ୍ୟ ଗୁରୁତର‌ ହୋଇଥିବାବେଳେ ସ୍ଵାମୀ ଗାଇ ଚାନ୍ଦ କିସ୍କୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

କଟକ ବିଶ୍ୱନାଟ୍ୟ ମେଳାରେ ଚିଲିକା ଡ଼ାଙ୍ଗୁଆ ଗ୍ରାମର ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ୱାଇଁଙ୍କୁ “କଳାସାଧକ ” ସମ୍ମାନ !!!  

Sunil Chandra Nayak

ଵିଜାତଳା ବ୍ଳକ ! ଚଢ଼େଇ ପାହାଡି ପଞ୍ଚାୟତ !କଙ୍କଡାବେଡା ଅଙ୍ଗନବାଡ଼ି କେନ୍ଦ୍ରର ଛାତ ରୁ ଗଳୁଛି ପାଣି ; ବର୍ଷା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରକୁ ଅଭିଭାବକ ଛୁଆ ମାନଙ୍କୁ ଛାଡୁ ନାହାନ୍ତି 

Sunil Chandra Nayak

ଧରାକୋଟ ରେ ମହିଳା ଦିବସ ପାଳନ 

masiha

Leave a Comment

error: Content is protected !!