ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲାରେ ଥାନା ଅଧିକାରୀଙ୍କ ଯୋଗଦାନ

ନର୍ଲାରେ ଥାନା ଅଧିକାରୀଙ୍କ ଯୋଗଦାନ 

ନର୍ଲା / /15/8/26 କଳାହାଣ୍ଡି ଜିଲ୍ଲା ନର୍ଲା ଥାନାରେ ନୂତନ ଥାନା ଅଧିକାରୀ ଭାବେ କୈବଲ୍ୟ ସେଠ ଶୁକ୍ରବାର ଦିନ ଯୋଗଦାନ କରିଛନ୍ତି l ପୂର୍ବତନ ଥାନା ଅଧିକାରୀ ବିଜୟରାଜ ମାଝୀଙ୍କୁ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ କୁ ବଦଳି ହେବା ପରେ ଶ୍ରୀ ସେଠ ତାଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି l ପୂର୍ବରୁ ଥୁଆମୁଳ ରାମପୁର ଥାନା ଅଧିକାରୀ ଭାବେ ଦାଇତ୍ୱ ତୁଲାଇ ସାରିଛନ୍ତି l ନର୍ଲା ଥାନା ଅଞ୍ଚଳରେ କିପରି ଚୋରି,ରାହାଜାନି,ଗଞ୍ଜେଇ ଚାଲାଣ, ସଟ୍ଟା, ଜୁଆଖେଳ ପ୍ରଭୁତି ରୋକି ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ କରିବା ସହ ଲୋକଙ୍କ ସହ ପୋଲିସର ସମ୍ପର୍କ କୁ ଅଧିକ ମଜବୁତ କରିବା ନୂତନ ଥାନାଧିକାରୀଙ୍କ ପାଇଁ ଏକ ପ୍ରମୁଖ ଦାଇତ୍ୱ ହେବ l ନୂତନ ଥାନା ଅଧିକାରୀଙ୍କ ଯୋଗଦାନ ପରେ ନର୍ଲା ଅଞ୍ଚଳରେ ପୁଲିସ ବ୍ୟବସ୍ଥା ଆହୁରି ସୁଦୃଢ ହେବ ବୋଲି ସ୍ଥାନୀୟ ମହଲରେ ଆଶା ପ୍ରକାଶ ପାଇଛି l

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ଶତାୟୁ ,ବି. ବି. ହାଇସ୍କୁଲ, ଢେଙ୍କାନାଳ ପାଇଁ ସର୍ବପ୍ରଥମ ରାଜ୍ୟସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର -୨୩ ପ୍ରାପ୍ତ କଲେ ଡା. ଦେବୀ ପ୍ରସାଦ ମିଶ୍ର

ନବରଙ୍ଗପୁର ଠାରେ” ଅପରେସନ ସିନ୍ଦୁର”କୁ ସମ୍ମାନ ଜଣାଇ ପରାକ୍ରମ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା 

masiha

ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଇଂ ରାଜେଶ ମହାକୁଡ଼

masiha

Leave a Comment

error: Content is protected !!