ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଭ୍ୟାସ ଟେକ୍ନୋ ସ୍କୁଲ,ପଦ୍ମପୁର ରେ ଆଜି ଅତି ଆଡମ୍ବର ସହ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ସାରିଛି 

ଅଭ୍ୟାସ ଟେକ୍ନୋ ସ୍କୁଲ,ପଦ୍ମପୁର ରେ ଆଜି ଅତି ଆଡମ୍ବର ସହ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ସାରିଛି 

ରାୟଗଡା :- ରାୟଗଡା ଜିଲ୍ଲା ପଦ୍ମପୁର ର ଅଭ୍ୟାସା ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ମୁଖ୍ୟ ଆକର୍ଷଣ ଥିଲା ଅଭ୍ୟାସ ଶିଶୁ ଙ୍କ ଫ୍ରେନ୍ସି ।କିଏ ମହାତ୍ମା ଗାନ୍ଧୀ ତ ଆଉ କିଏ ସୁବାସ ବୋଷ ।ଭାରତ ମାତା ବେଶ ରେ କୁନି ଝିଅ ବେଶ ସୁନ୍ଦର୍ ଲାଗି ଥିଲେ ।ରଘୁପତି ର।ଘବ ଗୀତ ସହ ଏହା ସମାପ୍ତ କରି ସ୍କୁଲକୁ ଆସି ପତ୍ତ।କ। ଉତ୍ତଳନର ଆୟୋଜନ କରିଥିଲେ l ଅଭ୍ୟାସର ସେକ୍ରେଟେରୀ ଶ୍ରୀ ଲାଡି ତୁକ।ର।ମ , ଟ୍ରଷ୍ଟର ଶ୍ରୀ . ନୋକିୟା ବାସିନୀ ଏବଂ ପ୍ରିନ୍ସପାଲ ଦିବ୍ୟ 6ଦବାଶିଷ ଦୁବେ , 6ମନେଜର ଗାୟତ୍ରୀ ପଣ୍ଡା , ଭାଇସ ପ୍ରିନ୍ସପାଲ ମନିଷ। ପରିଚ୍ଛା ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ଆଗକୁ ବଢାଇଥିଲେ l ପତ୍ତକା ଉତ୍ତଳନ ସେକ୍ରେଟେରୀ ଲାଡି ତୁକ।ର।ମ ଙ୍କ ଦ୍ଵlରା ହୋଇଥିଲା l ଏହା ମଧ୍ୟରେ ପିଲାଙ୍କୁ ଏହି ବର୍ଷ ହୋଇ ଥିବା ବିଭିନ୍ନ ଖେଳ ,ନୃତ୍ୟ ସଙ୍ଗୀତ ଏବଂ ବକୃତା ର ପ୍ରାଇଜ ଗୁଡିକ ମଧ୍ୟ ଦିଆଯାଇଥିଲା । ଏହା ପରେ ଅଭ୍ୟାସ ର ଶିକ୍ଷକ ଶିକ୍ଷୟତ୍ରୀ ପିଲାଙ୍କୁ ଆମ୍ୱେଦକର ଙ୍କ ବିଷୟରେ କହି ପିଲାଙ୍କୁ ପ୍ରେରଣା ଦେଇ ଥିଲେ । କବିତା। ମାଧ୍ୟମରେ ମଧ୍ୟ ପିଲାଙ୍କୁ ଶୁଣାଇ ଥିଲେ ଗାୟତ୍ରୀ ପଣ୍ଡା ଏବଂ ସୁଭାଷିନୀ ମିଶ୍ର ।ବିଭିନ୍ନ ପ୍ରକାର ଦେଶlତ୍ମକବୋଧକ ଗୀତ , ନାଚ ଏବଂ ଡ୍ରାମା ପିଲାମାନେ ପରିବେଷଣ କରିଥିଲେ ପରିଶେଷରେ ପ୍ରିନ୍ସିପଲ୍ ଶ୍ରୀ ଦିବ୍ୟ ଦେବାଶିଷ ଦୁବେ ଧନ୍ୟବାଦ୍ ଅର୍ପଣ କରି ମିଷ୍ଟାନ୍ନ ବଣ୍ଟନ ସହ ସଭା ସାଙ୍ଗ କରି ଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାଲିଶଙ୍କରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ଶିକ୍ଷକଙ୍କୁ ଅବସର କାଳୀନ ସମ୍ଭର୍ଦ୍ଧନା ବୈଠକ

Sunil Chandra Nayak

ଗୋଲାମୁଣ୍ଡାଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Leave a Comment

error: Content is protected !!