ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅରୂପା (ଭୁବନେଶ୍ଵର) ତରଫରୁ ବ୍ରହ୍ମପୁର ଠାରେ ବାଣିଜ୍ୟ ମେଳା-୨୦୨୫ ଉଦଘାଟିତ.

.ଅରୂପା (ଭୁବନେଶ୍ଵର) ତରଫରୁ ବ୍ରହ୍ମପୁର ଠାରେ ବାଣିଜ୍ୟ ମେଳା-୨୦୨୫ ଉଦଘାଟିତ.

ଅରୂପା (ଭୁବନେଶ୍ଵର) ତରଫରୁ ବ୍ରହ୍ମପୁର ଅରୂପା (ଭୁବନେଶ୍ଵର) ତରଫରୁ ବ୍ରହ୍ମପୁର ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ପାଦକ ସଂଘ) ଭୁବନେଶ୍ଵର ତରଫରୁ ବ୍ରହ୍ମପୁର ଠାରେ ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫ ବ୍ରହ୍ମପୁର ମାନ୍ୟବର ବିଧାୟକ କେ ଅନିଲ କୁମାର ଙ୍କା ଦ୍ୱାରା ଉଦଘାଟିତ ହୋଇଯାଇଛି । 

ଏହା ୨୬ ତାରିଖ ପର୍ଯ୍ୟନ୍ତ. ଚାଲିବ । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ହସ୍ତଶିଳ୍ପୀ କାରିଗର, ବୁଣାକାର ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ଯମ ଉଦ୍ୟୋଗୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟ ଓ ସଭ୍ୟାମାନେ ଯୋଗଦାନ କରିଛନ୍ତି ।  

ଅଶୋକ କୁମାର ସାହୁ ସିଇଓ ଅରୁପା, ଭୁବନେଶ୍ୱର, ସରୋଜ ସାବତ ଜିଲ୍ଲା ବିଜେପିର ଯୁଗ୍ମ ନିର୍ଦ୍ଦେଶକ ଡ ସିବାନନ୍ଦ ନାୟକ, ଅଶୋକ କୁମାର ବ୍ରହ୍ମା, ସୁଦୀପ ସାହୁ, ଡ ସନ୍ଧ୍ୟା ରାନୀ ପଟ୍ଟନାୟକ, ଉମାପତି ବେହେରା, ଉମପାଠୀ ମହାରାଜା ଭୁବନ ଭାସ୍କର, ନାଗେନ୍ଦ୍ର ନାଥ ତଥା କାଁହୁ ରାଉତ ଉପସ୍ଥିତ ଥିଲେ.।

Related posts

ଭାରତମାଳା ରାସ୍ତା ରେ ନିୟୋଜିତ ଟିପର ଧକ୍କା ରେ ମହିଳା ମୃତ

Sunil Chandra Nayak

ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 

masiha

Niyamagiri Dongoria Kandha women tie rakhi to CM and seek development intervention

Sunil Chandra Nayak

Leave a Comment

error: Content is protected !!