ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାସା ତରଫରୁ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ରଚନା, ବକୃତା ଏବଂ ସାଧାରଣଞ୍ଜାନ ପରୀକ୍ଷା

ମାସା ତରଫରୁ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ରଚନା, ବକୃତା ଏବଂ ସାଧାରଣଞ୍ଜାନ ପରୀକ୍ଷା

ମୟୂରଭଂଜ- ୨୩/୧୧ —  ମାସା ସଂଗଠନ ପକ୍ଷରୁ ରୁ ଆଜି ବାମନଘାଟି ସ୍ତରୀୟ ରଚନା,ବକୃତା ଆଉ ସାଧାରଣଜ୍ଞାନ ପରୀକ୍ଷା ହୋଇ ଯାଇଛି । ପ୍ରଥମ ପର୍ଯ୍ୟାୟ ରେ ଆମ୍ଭର କର୍ମକର୍ତ୍ତା ମାନେ କଲେଜ କଲେଜ ଯାଇକି ପ୍ରାୟ ୨୨ଟା କଲେଜ ଯାଇ ରୁ ପ୍ରତେକ କଲେଜ ରୁ ୩ଜଣ ବିଜେତା ମାନକୁ ନେଇ ଆଜି , ରାଇରଙ୍ଗପୁର ମହିଳା କଲେଜ ରେ ଫାଇନାଲ ପରୀକ୍ଷା କରା ଯାଇ ଥିଲା । ଏବଂ ଆଗକୁ ହେବାକୁ ଥିବା ୩୦:୧୧:୨୦୨୫ ରିଖ ରବିବାର, ମାସା ର ବାର୍ଷିକ ଉତ୍ସବ ରେ ସେମାନଙ୍କୁ ପୁରସ୍କୃତ କରା ଯିବ । ଏହି ପରୀକ୍ଷା ବାମଂଘାଟୀ ସମ୍ପାଦକ ମାସାଙ୍ଗ ହେମ୍ବ୍ରମ ଙ୍କ ଦ୍ଵାରା ନେତୃତ୍ୱ ରେ ହୋଇ ଥିଲା ତାଙ୍କୁ ସହେଯାଗ କରିଥିଲେ ମାସା ର ଜିଲ୍ଲା ସଭାପତି ରାମ ମୁର୍ମୁ, ସମ୍ପାଦକ ହାଡ଼ିବନ୍ଧୁ ଟୁଡୁ, ସୁନିଲ ସୋରେନ, ଜଗନ୍ନାଥ ମୁର୍ମୁ, , ପିଥ ସୋରେନ, ଲକ୍ଷ୍ମଣ ମାଝି, ତଥା ରାଇରଙ୍ଗପୁର କଲେଜ ର ମାସା ସଭାପତି ଠାକୁର ହେମ୍ବ୍ରମ , ଗୋବିନ୍ଦ ମୁର୍ମୁ, ଫୁଲମତି ହାଁସଦା , ସସ୍ମିତା ହେମ୍ବ୍ରମ, ବାଲାଇ,ଉଦୟ, ସୁନାରାମ ଇତ୍ୟାଦି ଉପସ୍ଥିତ ଥିଲେ l

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

୭୬ ତମ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ବାଳସୁଧାର ଗୃହରେ ଖୁସି ବାଣ୍ଟିଲା ରାଉରକେଲା ଭାଇବ୍ରାଣ୍ଟ 

masiha

ଉତ୍କଳମଣିଙ୍କ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!