ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଧର୍ମଗଡ ଥାନା ପୋଲିସ କୁ ସଫଳତା , ୧୨ ଗୋଟି ଚୋରୀ ଦୁଇଚକିଆ ଯାନ ଉଦ୍ଧାର , ଜଣେ ଗିରଫ

ଧର୍ମଗଡ ଥାନା ପୋଲିସ କୁ ସଫଳତା , ୧୨ ଗୋଟି ଚୋରୀ ଦୁଇଚକିଆ ଯାନ ଉଦ୍ଧାର , ଜଣେ ଗିରଫ

ଧର୍ମଗଡ ଥାନା ପୋଲିସ ଜଣେ ମୋଟର ସାଇକେଲ ଚୋରକୁ ଧରି ବିଭିନ୍ନ ସ୍ଥାନରେ ଖାନତଲାସି କରି ୧୨ଗୋଟି ମଟର ସାଇକେଲ ଉଦ୍ଧାର କରିଛି। କିଛି ଦିନ ହେଲା ଧର୍ମଗଡ ଥାନା ଅଂଚଳରେ ଏକାଧିକ ମଟର ସାଇକେଲ ଚୋରି ର ଅଭିଯୋଗ ହୋଇଥଲା।ଧର୍ମଗଡ ଥାନା ପୋଲିସ ତତ୍ପରତା ପ୍ରକାଶ କରି କୌଣସି ମତେ ଖବର ପାଇ ଜୁନାଗଡ଼ ଥାନା ଅର୍ନ୍ତଗତ ଚିଚୈଗୁଡା ନିକଟସ୍ଥ ଶାନ୍ତିପୁର ଗ୍ରାମର ପ୍ରକାଶ ମେହେର କୁ ଧରିବା ପରେ ବିଭିନ୍ନ ସ୍ଥାନରୁ ୧୨ଗୋଟି ଦୁଇ ଚକିଆ ଯାନ ଉଦ୍ଧାର କରିବାରେ ସଫଳ ହୋଇଛି। ଏନେଇ ଧର୍ମଗଡ ଥାନା କେଶ ନମ୍ବର ୩୩୫/୨୫, ୟୁ ଏସ,୩୦୩(୨)/୩୧୭ ଦଫାରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଧର୍ମଗଡ ଥାନା ଅଧିକାରୀ ସୁଦର୍ଶନ ନାୟକ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଦୁଇ ଦୁଇ ଥର ବିଦ୍ୟୁତ ତାର ଚୋରି, ବାଘ ମୁଣ୍ଡା ଗାଁ ଅନ୍ଧାରରେ 

masiha

ଢେ଼ଙ୍କାନାଳ ଅବକାରୀ ବିଭାଗର ମାରାଥନ୍ ଚଢ଼ାଉରେ ବିପୁଳ ପରିମାଣର ଦେଶୀମଦ ସହିତ ନଅ ଜଣ ମଦ ବ୍ୟବସାୟୀ ଗିରଫ 

masiha

ଦିବ୍ୟାଙ୍ଗ ଯୁବତୀ କୁ ଦୁଷ୍କର୍ମ ।ଅଭିଯୁକ୍ତ ବାହାରେ ନିର୍ଭୟରେ ବୁଲୁଛି। ଅଭିଯୁକ୍ତ କୁ ଗିରଫ କରୁନାହିଁ ପୋଲିସ । ନ୍ୟାୟ ପାଇଁ ଡିଜି ଙ୍କ ଦ୍ୱାରସ୍ଥ ହେଲେ ପିଡିତା 

Sunil Chandra Nayak

Leave a Comment

error: Content is protected !!