ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନେକ ସମ୍ମାନର ଅଧିକାରୀ କବି ସତ୍ୟ ସିଂ ବାଗ

ଅନେକ ସମ୍ମାନର ଅଧିକାରୀ କବି ସତ୍ୟ ସିଂ ବାଗ

କଳାହାଣ୍ଡି ଜିଲ୍ଲା ତେଲନଦୀ କୂଳରେ ବହୁ ଜନ ବହୁଳ ଗ୍ରାମ ତେରେସିଂହା ରେ ଉପସ୍ଥିତ ମାତା ଗୋମତୀ ବାଗ ଓ ପିତା ଇଶ୍ୱର ବାଗ ଙ୍କ ଏକଅଳି ବଳା ଯୁବକବି ସତ୍ୟ ସିଂ ବାଗ ଙ୍କୁ ତାଙ୍କ କଲମ ରୁ ଝରୁଥିବା କବିତା ଲିଖନୀରେ ମା ବୀଣାପାଣି ଙ୍କ କୃପାରୁ ଅନେକ ସାହିତ୍ୟ ଅନୁଷ୍ଠାନ ଠାରୁ ସମ୍ମାନ ପ୍ରାପ୍ତ ଯୋଗ୍ୟତା ହାସଲ କରିପାରିଛନ୍ତି !! ଯଥା ସମ୍ମାନ ଗୁଡିକ ହେଲା ସିଦ୍ଧାର୍ଥ ସାହିତ୍ୟ ସମ୍ମାନ, ଭକ୍ତ ସାଲବେଗ ସାହିତ୍ୟ ସମ୍ମାନ, ମାଟିର ସାହିତ୍ୟ ସ୍ରଷ୍ଟା ସମ୍ମାନ, ସାହିତ୍ୟ ପୁତ୍ର ସମ୍ମାନ, ମା ଭାରତୀ ସାହିତ୍ୟ ସମ୍ମାନ, ବିଦ୍ୟା ଦାତା ଜ୍ଞାନ ସମ୍ମାନ, ଓଡ଼ିଆ ସାହିତ୍ୟ ସମ୍ମାନ, କଲା ଦହନା କଳାପଟା ସମ୍ମାନ, ଜ୍ଞାନ ପ୍ରଦୀପ ସାହିତ୍ୟ ସମ୍ମାନ ଇତ୍ୟାଦିରେ ବେଶ ପରିଚିତ।

Related posts

ପ୍ରଗତି ଉତ୍କଳ ସଂଘରେ ଉତ୍କଳ ଦିବସ ପାଳନ

masiha

ରାଉରକେଲାରେ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋରଦାର କରାଯିବ: କମିଶନର ସିଭିଲ୍ ଟାଉନସିପ୍‌ରେ ଡ୍ରେନ୍ ଉପରେ ଥିବା ଅବୈଧ ନିର୍ମାଣକୁ ଭାଙ୍ଗି ଦିଆଗଲା

Sunil Chandra Nayak

ଧର୍ମଗଡ ଯଶୋଦା ଅନାଥ ଆଶ୍ରମ ରେ ବିଜେଡି ର ବରିଷ୍ଠ ନେତୃବୃନ୍ଦ

masiha

Leave a Comment

error: Content is protected !!