ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ବସ୍ତରେନ ମାଉଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

ମା ବସ୍ତରେନ ମାଉଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

ଜୁନାଗଡ଼ ୨୬/୩ ( ମନୀସ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରଭ।ଟି ଗ୍ରାମର ମା ବସ୍ତରେନ ମାଉଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇ ଯାଇଛି ।ଏହି ପ୍ରତିଯୋଗିତାରେ ୧୬ ଗୋଟି ଦଳ ଭାଗ ନେଇଛନ୍ତି। ଏହି ପ୍ରତିଯୋଗିତାକୁ ସମାଜସେବୀ ତଥା ଯୁବ ସାମ୍ବାଦିକ ବିଭୁ ପ୍ରସାଦ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହାର ଶୁଭ ଉଦଘାଟନ କରିଥିଲେ ।ଉଦ୍ଘାଟିତ ପ୍ରଥମ ମ୍ୟାଚ ଜିଲିଙ୍ଗଦର ଏବଂ ଚାରଭାଟି ଦଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା । ନିର୍ଦ୍ଧାରିତ ୧୦ ଓଭରରେ ଚାରଭାଟି ଦଳ ୧୦୭ ରନ କରିଥିବା ବେଲେ ଜିଲିଙ୍ଗଦର ଦଳ ୧୨୬ ରନ କରି ବିଜୟ ଲାଭ କରିଥିଲା ।ଏହି ଖେଳକୁ ନାରାୟଣ ପାତ୍ର ଏବଂ ରୁନୁ ମାଝି ପରିଚାଳନା କରିଥିଲେ ।ଏଥିରେ ଆୟୋଜକ କମିଟିର ରାହୁଲ ନ।ଏକ , ନରେଶ ନ।ଏକ , ରାଜୁ ଗହୀର ,ଧର୍ମେନ୍ଦ୍ର ମାଝି ,ଲବନ୍ତ ନ।ଏକ ଏବଂ ଋତୁରାଜ ମାଝି ପ୍ରମୁଖ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । 

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମହୁଲଡିହା ପଡ଼ିଆରେ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ସମ୍ବଲପୁର ଫାଇନାଲକୁ ଉନ୍ନିତ

Sunil Chandra Nayak

୨୪ତମ ବାର୍ଷିକ କ୍ରୀଡା ଉଦଯାପିତ

Sunil Chandra Nayak

ବଲାଙ୍ଗିର ଇନଡୋର ଷ୍ଟାଡିୟମ୍ ରେ ଆରମ୍ଭ ହେଲା ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ରେଙ୍କିଂ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!