ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଜୁ ଆମ୍ବ ଗୋଟାଉଥିବା ବେଳେ ଅଘଟଣ , ହାତୀ ଆକ୍ରମଣରେ ବୃଦ୍ଧା ମହିଳାଙ୍କ ମୃତ୍ୟୁ

କାଜୁ ଆମ୍ବ ଗୋଟାଉଥିବା ବେଳେ ଅଘଟଣ , ହାତୀ ଆକ୍ରମଣରେ ବୃଦ୍ଧା ମହିଳାଙ୍କ ମୃତ୍ୟୁ

ରିପୋଟର -ତାପସଦାସ 

ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ହାତୀର ଗତି ବିଧି ଉପରେ ନଜର ରଖିଛି । ସେପଟେ ହାତୀ ଆକ୍ରମଣରେ ବୃଦ୍ଧ ମହିଳା ମୃତ୍ୟୁ ପରେ ଗ୍ରାମବାସୀ ବନ ବିଭାଗ ଉପରେ ଦୋଷ ଦେଇଛନ୍ତି । ଗ୍ରାମ ନିକଟରେ ହାତୀ ଥିବା ଖବର କାହିଁକି ଗ୍ରାମ ବାସୀମାନଙ୍କୁ ସୂଚନା ପ୍ରଦାନ କରି ନଥିଲା ? ଏଠି ବନ ବିଭାଗର ଏଲିଫ୍ୟାଣ୍ଟ ସ୍କ୍ୱାଡ ହାତୀ ଗତିବିଧି ଉପରେ ନଜର ରଖିବା ସହ ହାତୀ ଗ୍ରାମ ନିକଟର ଥିବା ସୂଚନା ପ୍ରଦାନ କରିବା ପାଇଁ ନିଯୁକ୍ତ ରହିଥିବା ବେଳେ ,ହାତୀ ଆକ୍ରମଣରେ ଅନେକ ସମୟର ଧନ ଜୀବନ ନଷ୍ଟ ହେଉଛି ଢେଙ୍କାନାଳ ସଦର ରେଞ୍ଜ ସଂସାଇଲ ଗାଁ ନିକଟରେ ହାତୀ ଆକ୍ରମଣରେ ବୃଦ୍ଧା ମହିଳାଙ୍କ ମୃତ ହୋଇଛି । ମୃତ ବୃଦ୍ଧା ମହିଳା ହେଲେ ବ୍ରଜ ବନ୍ଧୁ ସାହୁଙ୍କ ପତ୍ନୀ ଗୀତାଞ୍ଜଳୀ ସାହୁ । ସକାଳୁ ଗାଁ ନିକଟ ଆମ୍ବ ତୋଟାକୁ ଯାଇ ଆମ୍ବ ଗୋଟାଉଥିବା ବେଳେ ଦନ୍ତାହାତୀ ଆକ୍ରମଣ ଶିକାର ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।

Related posts

ଜଙ୍ଗଲ ସୁରକ୍ଷା କୁ ନେଇ ବନ କର୍ମଚାରୀ ଓ ଗ୍ରାମବାସୀ ଙ୍କ ଵୈଠକ

Sunil Chandra Nayak

ଓଡିଆ ପକ୍ଷ ଅବସରରେ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଲୋକପ୍ରିୟ ବିଜ୍ଞାନ ସାହିତ୍ୟ ସମାଜକୁ ସଚେତନ କରିଥାଏ ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ବିଜ୍ଞାନ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!