ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନର୍ଲା ସ୍ଥିତ ଡାକ ବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ

ନର୍ଲା ସ୍ଥିତ ଡାକ ବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ 

ନର୍ଲା, : ରବିବାର ଦିନ ପୂର୍ବାହ୍ନ ଏଗାର ଘଣ୍ଟା ସମୟରେ ନର୍ଲା ସ୍ଥିତ ଡାକ ବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ଜିଲ୍ଲା ବରିଷ୍ଠ କାର୍ଯ୍ୟକର୍ତ୍ତା ମୋର୍ଚ୍ଚା କ୍ଷୀରୋଦ ନାଏକ ସହିତ ଜିଲ୍ଲା ସମ୍ପାଦକ ପଦ୍ମନାଭ ବାଗଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଏସ୍ ସି ଜିଲ୍ଲା ସଭପତି ଶ୍ରୀଯୁକ୍ତ ବିଷ୍ଣୁ ନାଏକ ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ଅନାମ ନାଏକ ମୁଖ୍ୟ ବକ୍ତା ଭାବେ ପଦ୍ମ ଲୋଚନ ମିଶ୍ର ସହିତ ବିଜେପି ପାର୍ଟିର ବରିଷ୍ଟ ନେତା ଅନିରୁଧ ପଧା ନ ଜିଲ୍ଲା ଏସ ସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଲବଣୀ ମହାନନ୍ଦ, ଓ ସୁଧୀର ବାଗ ଯୋଗଦେଇଥିଲେ । ବୈଠକରେ ମୁଖ୍ୟ ଅତିଥି ବୃନ୍ଦ ଭାରତୀୟ ଜନତା ପାର୍ଟିର କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସଧାରଣ ଲୋକଙ୍କ ଜନହିତକାରୀ ଯୋଜନା ରେ ସାମିଲ କରିବା ପାଇଁ ଉନ୍ନତି ମୂଳକ ପଦକ୍ଷେପ ଓ କାର୍ଯ୍ୟ ଉପରେ ନିନ ନିଜର ମନ୍ତ୍ୟବ୍ୟ ପ୍ରଦାନ କରିଥିଲେ ଓ ଅନୁସୂଚିତ ଜାତି ସାଂଗଠାନିକ ମୂଲ୍ୟବୋଧ କୁ ନେଇ ଚିନ୍ତନ ଓ ଚିନ୍ତାଧାରା କରିବା ଉପରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଆଠ ଗୋଟି ମଣ୍ଡଳ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତିର କୋଣ ଅନୁକୋଣରୁ ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ରାଜ୍ୟସଭା ନିର୍ବାଚନ ୨୦୨୬ରେ ଦ୍ୱିତୀୟ ବାଲାଟ୍ ପେପର ଜାରି ପ୍ରସଙ୍ଗ , ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେଡିର ପ୍ରତିନିଧି ଦଳ

ପ୍ରଧାନ ମନ୍ତ୍ରୀ ଆବାସ ତାଲିକା ରେ ଅନିୟମିତତା ନେଇ ଭାରତୀୟ ଜନତା ପାର୍ଟି ର ବ୍ଲକ ଘେରାଉ

Sunil Chandra Nayak

ପିସିସି ସଭାପତି ଭକ୍ତ ଚରଣଙ୍କ ରାଇରଙ୍ଗପୁର ଗସ୍ତ; ଦାଣ୍ଡବୋଷ ଗ୍ରାମରେ ୪୩ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ; ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ଆଦିବାସୀ ନ୍ୟାୟ ସଭାରେ ବିଜେଡି ଓ ବିଜେପି ଉପରେ ଆଦିବାସୀ ଭାରତ ନେଇ ଗର୍ଜିଲେ 

masiha

Leave a Comment

error: Content is protected !!