ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇବଣିଆରେ “ଦ୍ବିତୀୟ ଧର୍ମ “ର ମିତ୍ରଯୋଗ ଅଧିବେଶନ

ରାଇବଣିଆରେ “ଦ୍ବିତୀୟ ଧର୍ମ “ର ମିତ୍ରଯୋଗ ଅଧିବେଶନ 

ଜଳେଶ୍ଵର, ୫/୯(ମନିସ ): ପିତାମାତା ଓ ଗଛଲତା ମର୍ତ୍ତ୍ୟର ଜୀବନ୍ତ ଦେବତା। ପିତାମାତାଙ୍କ ମାଧ୍ୟମରେ ଈଶ୍ୱରଙ୍କୁ ପାଇହେବ।ମିତ୍ର ଯୋଡିବା, ଦେଶ ଗଢିବା – ଏଇ ଭଳି ଏକ ବିଚାର ଓ ବିଶ୍ୱାସକୁ ନେଇ ରାଇବଣିଆରେ ଗୋବିନ୍ଦ ଭଗବାନଙ୍କ ଆହ୍ୱାନରେ ଶତାଧିକ ପିତୃମାତୃ ପ୍ରେମୀଙ୍କୁ ନେଇ ଜନ୍ମାଷ୍ଟମୀ ତିଥିରେ ମିତ୍ରଯୋଗ ଅଧିବେଶନ ଆୟୋଜିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ଡକ୍ଟର ଡ଼ି . ବି.ହୃଦୟ ଯୋଗଦେଇ ‘ମଣିଷ ତାର ଦୃଷ୍ଟି ବଦଳି ଦେଲେ ତାର ସୃଷ୍ଟି ବଦଳି ଯିବ ବୋଲି ତାଙ୍କ ବକ୍ତବ୍ୟରେ କହିଲେ। ବିଭିନ୍ନ ପଂଚାୟତରୁ ମିତ୍ରମାନେ ଏହି ଅଧିବେଶନରେ ଯୋଗ ଦାନ କରିଥିଲେ। ଯୁବନେତା ନିମାଇଁ ଘୋଷ, ବିକର୍ତ୍ତନ କବି,ପରେଶ ଘୋଷ ପ୍ରଭୁତି ସାମିଲ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ସରିସା ଗ୍ରାମରେ ହାତୀ ଆତଙ୍କ

masiha

ଜିଲ୍ଲା ସ୍ତରୀୟ ପରିଦର୍ଶନ କମିଟିର ଧର୍ମଗଡ ସ୍ୱଧାର ଗୃହ ପରିଦର୍ଶନ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Leave a Comment

error: Content is protected !!