ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇବଣିଆରେ “ଦ୍ବିତୀୟ ଧର୍ମ “ର ମିତ୍ରଯୋଗ ଅଧିବେଶନ

ରାଇବଣିଆରେ “ଦ୍ବିତୀୟ ଧର୍ମ “ର ମିତ୍ରଯୋଗ ଅଧିବେଶନ 

ଜଳେଶ୍ଵର, ୫/୯(ମନିସ ): ପିତାମାତା ଓ ଗଛଲତା ମର୍ତ୍ତ୍ୟର ଜୀବନ୍ତ ଦେବତା। ପିତାମାତାଙ୍କ ମାଧ୍ୟମରେ ଈଶ୍ୱରଙ୍କୁ ପାଇହେବ।ମିତ୍ର ଯୋଡିବା, ଦେଶ ଗଢିବା – ଏଇ ଭଳି ଏକ ବିଚାର ଓ ବିଶ୍ୱାସକୁ ନେଇ ରାଇବଣିଆରେ ଗୋବିନ୍ଦ ଭଗବାନଙ୍କ ଆହ୍ୱାନରେ ଶତାଧିକ ପିତୃମାତୃ ପ୍ରେମୀଙ୍କୁ ନେଇ ଜନ୍ମାଷ୍ଟମୀ ତିଥିରେ ମିତ୍ରଯୋଗ ଅଧିବେଶନ ଆୟୋଜିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ଡକ୍ଟର ଡ଼ି . ବି.ହୃଦୟ ଯୋଗଦେଇ ‘ମଣିଷ ତାର ଦୃଷ୍ଟି ବଦଳି ଦେଲେ ତାର ସୃଷ୍ଟି ବଦଳି ଯିବ ବୋଲି ତାଙ୍କ ବକ୍ତବ୍ୟରେ କହିଲେ। ବିଭିନ୍ନ ପଂଚାୟତରୁ ମିତ୍ରମାନେ ଏହି ଅଧିବେଶନରେ ଯୋଗ ଦାନ କରିଥିଲେ। ଯୁବନେତା ନିମାଇଁ ଘୋଷ, ବିକର୍ତ୍ତନ କବି,ପରେଶ ଘୋଷ ପ୍ରଭୁତି ସାମିଲ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଜୀବିକା କ୍ଷୟ ଗ୍ରାମୀଣ ସ୍ତରରେ ପରିବେଶ ପୁନରୁଦ୍ଧାର ମାଧ୍ୟମରେ ସୁରକ୍ଷା ଓ ସ୍ଥାନୀୟ ସସ୍ଥାମାନ ଉପରେ ତାଲିମ

Sunil Chandra Nayak

ବିବେକସେନା ତରଫରୁ ପୁଲବାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଝରିଆଗୁଡା ଗ୍ରାମରେ ସୁନ୍ଦର ଭିମା ଦେବତାଙ୍କ ବାଲିଯାତ୍ରା, ପୋଢ଼ବଳି ସହ ଉଦଯାପିତ

masiha

Leave a Comment

error: Content is protected !!