ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଜୁନାଗଡ଼ ଖଣ୍ଡ ର ଶ୍ରୀ ବିଜୟା ଦଶମୀ ଉତ୍ସବ ପାଳିତ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଜୁନାଗଡ଼ ଖଣ୍ଡ ର ଶ୍ରୀ ବିଜୟା ଦଶମୀ ଉତ୍ସବ ପାଳିତ 

ଜୁନାଗଡ଼, ୨୩/୧୦(ମନୀ ସ)-ଜୁନାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଜୁନାଗଡ଼ ଖଣ୍ଡ ର ଶ୍ରୀ ବିଜୟା ଦଶମୀ ଉତ୍ସବ ମହାସମାରୋହ ରେ ପାଳିତ ହୋଇ ଯାଇଛି l ପ୍ରଥମେ ଦିବା ୩ ଘଣ୍ଟା ସମୟରେ ପୂର୍ଣ୍ଣ ଗଣ ବେଶ ରେ ୮୪ ଜଣ ସ୍ୱୟଂ ସେବକ ମାନଙ୍କ ର ସ ଘୋଷ ଏକ ସଂଚଳନ ଜୁନାଗଡ଼ ନଗର ପରିକ୍ରମା କରି ଥିଲେ l ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରୁ ବାହାରି ରାଧାକୃଷ୍ଣ ମନ୍ଦିର ହୋଇ ବଜାର ଛକ, ବଡପଡା ଛକ ନୂଆ ବଶଷ୍ଟାଣ୍ଡ, ଲଙ୍କେଶ୍ୱରୀ ମନ୍ଦିର ଛକ, ହସ୍ପିଟାଲ ରାସ୍ତା, ପୁଣି ରାଧାକୃଷ୍ଣ ମନ୍ଦିର ଦେଇ ବିଦ୍ୟା ମନ୍ଦିର ରେ ପହଂଚି ଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ୨୭ ଜଣ ସ୍ୱୟଂସେବକ ଶାରୀରିକ ପ୍ରଦର୍ଶନୀ ରେ ଭାଗ ନେଇ ଥିଲେ l ଏହି ଉତ୍ସବ ର ସଭା ରେ ମଞ୍ଚାସିନ ଅତିଥି ମାନେ ଥିଲେ ମାନନୀୟ ଜିଲ୍ଲା ସଂଘ ଚାଳକ ଶ୍ରୀଯୁକ୍ତ ନବ କିଶୋର ପାଢ଼ୀ, ମୁଖ୍ୟ ଅତିଥି ଥିଲେ ଶ୍ରୀଯୁକ୍ତ ବିମ୍ବାଧର ପ୍ରଧାନୀ ଏବଂ ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ଜଗଦୀସ୍ବର ମୁଣ୍ଡ l ଏହି କାର୍ଯ୍ୟକ୍ରମ ରେ ୧୧୮ ଜଣ ସହାଭାଗୀ ହୋଇଥିଲେ l

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମୂର୍ଚ୍ଛନା ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ରୋପ୍ୟ ଜୟନ୍ତୀ ସମାରୋହ

Sunil Chandra Nayak

ଆଜାଦିକା ଅମୃତ ମହୋତ୍ସବ ଅବସରରେ ଜୁନାଗଡ ବନ ବିଭାଗ ଦ୍ବାରା ବୃକ୍ଷ ରୋପଣ ଅନୁଷ୍ଠିତ

masiha

ଶିକ୍ଷକ ଗୌରବ ସମ୍ମାନ ‘ରେ ସମ୍ମାନିତ ହେଲେ ବାଙ୍କିଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ

Sunil Chandra Nayak

Leave a Comment

error: Content is protected !!